ଓଡିଶା

odisha

ETV Bharat / bharat

ଅଯୋଧ୍ୟା ମାମଲା: କଡା ସୁରକ୍ଷା ବଳୟରେ ସିଜେଆଇଙ୍କ ବାସଭବନ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ଚୂଡାନ୍ତ ରାୟ ଆସିଯାଇଛି । ଏହା ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଗୌହାଟୀସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି।

By

Published : Nov 9, 2019, 2:12 PM IST

securtiy

ଗୌହାଟୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଏହା ପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଗୌହାଟୀର ଗୀତାନଗରସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ପୋଲିସ ଫୋର୍ସ ସହିତ ଅର୍ଦ୍ଧ ସାମରିକ ବଳ ସିଆରପିଏଫକୁ ମୁତୟନ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details