ଓଡିଶା

odisha

ETV Bharat / bharat

ହାଇଦ୍ରାବାଦ ମେଟ୍ରୋରେ ଭାରତର ପ୍ରଥମ ‘ଇନ୍-ଫ୍ଲାଇଟ୍ ଲାଇକ୍ ଫାସିଲିଟି’

ହାଇଦ୍ରାବାଦ ମେଟ୍ରୋ ଯୋଗାଇବ ଅନଲିମିଟେଡ ଡାଟା ଫାସିଲିଟି । ସୁଗାରବକ୍ସ ପକ୍ଷରୁ ଦିଆଯିବ ସୁବିଧା ।

Seamless on-the-go entertainment
ଇନ୍-ଫ୍ଲାଇଟ୍ ଲାଇକ୍ ଫାସିଲିଟି

By

Published : Dec 11, 2019, 12:17 PM IST

ହାଇଦ୍ରାବାଦ: ଦେଶରେ ପ୍ରଥମ ଥର ମେଟ୍ରୋରେ ଏୟାରପୋର୍ଟ ଭଳି ସୁବିଧା ବା ଇନ୍-ଫ୍ଲାଇଟ୍ ଲାଇକ୍ ଫାସିଲିଟି । ଫିଲ୍ମ, ଗେମ୍ସ ଡାଉନଲୋଡ, ମ୍ୟୁଜିକ୍ ଫାସିଲିଟି ଆଦିର ସୁବିଧା ଦେବ । ଅନଲିମିଟେଡ୍ ଡାଟାର ବ୍ୟବହାର କରିପାରିବେ । ଏହି ସୁବିଧା ଆଣିଦେଇଛି ‘ସୁଗାରବକ୍ସ’ ନାମକ ଏକ ବେସରକାରୀ ସଂସ୍ଥା ।

ଭାରତରେ ପ୍ରଥମ କୌଣସି ମେଟ୍ରୋରେ ଏଭଳି ସୁବିଧା ଉପଲବ୍ଧ ହେବ । ଟେକନୋଲୋଜିରେ ଏହା ଏକ ପରିବର୍ତ୍ତନ । ୱାଇଫାଇର ସହାୟତାରେ ବିନା ଇଣ୍ଟରନେଟରେ ଆପଣ ବ୍ୟବହାର କରିବେ ଅନଲିମିଟେଡ୍ । ଫିଲ୍ମ ଡାଉନଲୋଡ ଠାରୁ ଆରମ୍ଭ କରି ଗେମ୍ସ ସବୁ ବ୍ୟବହାର କରିପାରିବେ ଓ ଏକସାଥିରେ ଅଧିକ ଆପ୍ ମଧ୍ୟ ବ୍ୟବହାର କରାଯାଇପାରିବ ।

ଫ୍ରି ୱାଇଫାଇ ସହ, ZEE5 ଆପ୍ ଓ ଫ୍ରିପ୍ଲେ ଆପ୍ ଆଦି କେବଳ ମୋବାଇଲ ନମ୍ବର ଦେଇ ରେଜିଷ୍ଟର କରିପାରିବେ । ବିନା ବଫରିଂରେ ଏହି ସେବା ଉପଲବ୍ଧ । ହାଇଦ୍ରାବାଦ୍ ମେଟ୍ରୋ ସହ ଅନ୍ୟ 10ଟି ସହରରେ ଏହି ବ୍ୟବସ୍ଥାକୁ ଖୁବ ଶୀଘ୍ର ଲାଗୁ କରାଯିବ ।

ABOUT THE AUTHOR

...view details