ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ସୁପ୍ରିମକୋର୍ଟରେ ଆସନ୍ତାକାଲି (ମଙ୍ଗଳବାର) ହେବ ଶୁଣାଣି । ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି । ଜଷ୍ଟିସ ଆର ଭାନୁମତିଙ୍କ ନେତୃତ୍ବରେ ହେବ ଶୁଣାଣି ।
ନିର୍ଭୟା ମାମଲା: କାଲି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ନେଇ ସୁପ୍ରିମକୋର୍ଟରେ ଶୁଣାଣି
ନିର୍ଭୟା ମାମଲାରେ ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି । ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦାଏର କରିଥିବା ଆବେଦନର ହେବ ଶୁଣାଣି । ଅଧିକ ପଢନ୍ତୁ...
ଫାଇଲ ଫଟୋ
4 ଦୋଷୀଙ୍କୁ ଅଲଗା ଅଲଗା ଭାବେ ଫାଶୀ ଦେବାନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା । ତେବେ ଏନେଇ ମଙ୍ଗଳବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।
@ANI