ଓଡିଶା

odisha

ETV Bharat / bharat

ସକାଳୁ ସଡକ ଦୁର୍ଘଟଣା, 2 ମୃତ

ପଶ୍ଚିମବଙ୍ଗର ବୀରଭୂମରେ ସଡକ ଦୁର୍ଘଟଣା । 2 ମୃତ, 4 ଗୁରୁତର ଆହତ । ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ।

By

Published : Feb 9, 2020, 10:36 AM IST

Birbhum road accident
ସକାଳୁ ସଡକ ଦୁର୍ଘଟଣା, 2 ମୃତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମରେ ସଡକ ଦୁର୍ଘଟଣା । 2 ମୃତ, 4 ଗୁରୁତର ଆହତ । ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ।

ରବିବାର, ସକାଳୁ ବୀରଭୂମରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ 2 ଜଣଙ୍କ ମୃତ୍ୟୁ ଘଟିଥିଲା । ତେବେ ଏହି ଦୁର୍ଘଟଣାରେ 4ଜଣ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୌଜନ୍ୟ:@ANI

ABOUT THE AUTHOR

...view details