ଓଡିଶା

odisha

By

Published : Dec 14, 2020, 9:56 AM IST

Updated : Dec 14, 2020, 10:11 AM IST

ETV Bharat / bharat

ଟିଆରପି ସ୍କାମ: ଡିସେମ୍ବର 15 ଯାଏଁ ରିମାଣ୍ଡରେ ଗଲେ ରିପବ୍ଲିକ୍ ଟିଭି ସିଇଓ

ଟିଆରପି ସ୍କାମ ମାମଲାରେ ରିପବ୍ଲିକ୍ ଟିଭିର ସିଇଓଙ୍କୁ ଡିସେମ୍ବର 15 ଯାଏଁ ରିମାଣ୍ଡରେ ନେଇଛି ପୋଲିସ । ଏହି ମାମଲାରେ ପୋଲିସ ଏବେ ସୁଦ୍ଧା 13 ଜଣ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ..

ଡିସେମ୍ବର 15  ଯାଏଁ ରିମାଣ୍ଡରେ ଗଲେ ରିପବ୍ଲିକ୍ ଟିଭି ସିଇଓ
ଡିସେମ୍ବର 15 ଯାଏଁ ରିମାଣ୍ଡରେ ଗଲେ ରିପବ୍ଲିକ୍ ଟିଭି ସିଇଓ

ମୁମ୍ବାଇ: 15 ଡିସେମ୍ବର ଯାଏଁ ରିମାଣ୍ଡରେ ଗଲେ ରିପବ୍ଲିକ୍ ଟିଭିର ସିଇଓ । ଟିଆରପି ସ୍କାମ ମାମଲାରେ ରିପବ୍ଲିକ୍ ଟିଭିର ସିଇଓଙ୍କୁ ଡିସେମ୍ବର 15 ଯାଏଁ ରିମାଣ୍ଡରେ ନେଇଛି ପୋଲିସ । ଏହି ମାମଲାରେ ପୋଲିସ ଏବେ ସୁଦ୍ଧା 13 ଜଣ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଏହି ମାମଲା ଟ୍ରାଇ ଅଧିନରେ ଅଛି । ଏଭଳି ସ୍ଥଳରେ ମୁମ୍ବାଇ ପୋଲିସ କିପରି ଆମ ସିଇଓଙ୍କୁ ଗିରଫ କରିଛନ୍ତି ବୋଲି ଅର୍ଣ୍ଣବ ଗୋସ୍ବାମୀ ପ୍ରଶ୍ନ କରିଛନ୍ତି ।

ପ୍ରକାଶ ଥାଉକି, ଗତ ଅକ୍ଟୋବର ମାସରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭି ଏବଂ ଅନ୍ୟ ଦୁଇଟି ଆଞ୍ଚଳିକ ଚ୍ୟାନେଲକୁ ଟିଆରପି ରେଟିଂ ସ୍କାମରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 14, 2020, 10:11 AM IST

ABOUT THE AUTHOR

...view details