ଓଡିଶା

odisha

ETV Bharat / bharat

ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ସସ୍ମିତ ପାତ୍ରଙ୍କ ଦାବି

ରାଜ୍ୟର ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ରାଜ୍ୟସଭାରେ ଦାବି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

demand for more bank branches
ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ସାଂସଦ ସସ୍ମିତ ପାତ୍ରଙ୍କ ଦାବି

By

Published : Nov 28, 2019, 9:41 PM IST

ନୂଆଦିଲ୍ଲୀ: ରାଜ୍ୟର ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ରାଜ୍ୟସଭାରେ ଦାବି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ସାଂସଦ ସସ୍ମିତ ପାତ୍ରଙ୍କ ଦାବି

2018 ଅକ୍ଟୋବର ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଓଡିଶାର 4597ଟି ଗ୍ରାମପଞ୍ଚାୟତରେ କୌଣସି ବ୍ୟାଙ୍କ ଶାଖା ନଥିବା ଦର୍ଶାଇ ଏହା ପ୍ରତି ଦୃଷ୍ଟି ଦେବାକୁ ସେ କହିଛନ୍ତି । ଏହାସହ ସହରାଞ୍ଚଳରେ 2536ଟି ବ୍ୟାଙ୍କ ଶାଖା ଥିବାବେଳେ ଗ୍ରାମାଞ୍ଚଳରେ ମାତ୍ର 2817ଟି ବ୍ୟାଙ୍କ ଶାଖା ଥିବା ସେ ସଂସଦରେ କହିଛନ୍ତି ।

ତେଣୁ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ଅଧିକରୁ ଅଧିକ ବ୍ୟାଙ୍କ ଶାଖା ଖୋଲିବାକୁ ସେ କେନ୍ଦ୍ରସରକାରଙ୍କୁ କହିଛନ୍ତି ।

ABOUT THE AUTHOR

...view details