ଓଡିଶା

odisha

ETV Bharat / bharat

ଇନଷ୍ଟିଚ୍ୟୁଟ ଅଫ୍‌ ଟିଚିଂ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ ବିଲ୍‌ 2020 ରାଜ୍ୟସଭାରେ ପାରିତ

ଇନଷ୍ଟିଚ୍ୟୁଟ ଅଫ୍‌ ଟିଚିଙ୍ଗ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ ବିଲ୍‌ 2020 ରାଜ୍ୟସଭାରେ ପାରିତ । ଅଧିକ ପଢନ୍ତୁ...

ଇନଷ୍ଟିଚ୍ୟୁଟ ଅଫ୍‌ ଟିଚିଂ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ ବିଲ୍‌ 2020 ରାଜ୍ୟସଭାରେ ପାରିତ
ଇନଷ୍ଟିଚ୍ୟୁଟ ଅଫ୍‌ ଟିଚିଂ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ ବିଲ୍‌ 2020 ରାଜ୍ୟସଭାରେ ପାରିତ

By

Published : Sep 16, 2020, 11:23 AM IST

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ ଅଫ୍‌ ଟିଚିଙ୍ଗ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ ବିଲ୍‌ 2020 ରାଜ୍ୟସଭାରେ ପାରିତ । ଗୃହରେ ଆଲୋଚନା ପରେ ଏହି ବିଲ୍‌କୁ ପାରିତ କରାଯାଇଛି । ଧ୍ବନୀ ମତରେ ଏହି ବିଲ୍‌ ପାରିତ ହୋଇଛି ।

ତେବେ ଆଲୋଚନା ସମୟରେ ଏହି ବିଲ୍‌କୁ ବିଜେଡି ସମର୍ଥନ କରିଛି । ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏହି ବିଲ୍‌ ଉପରେ ହେଉଥିବା ଆଲୋଚନା ଭାଗ ନେବା ସହ ବିଲକୁ ସମର୍ଥନ କରିଛନ୍ତି ।

ଇନଷ୍ଟିଚ୍ୟୁଟ ଅଫ୍‌ ଟିଚିଂ ଆଣ୍ଡ ରିସର୍ଚ୍ଚ ଇନ୍‌ ଆୟୁର୍ବେଦ ବିଲ୍‌ 2020 ରାଜ୍ୟସଭାରେ ପାରିତ

ବିଲ୍‌ ଉପରେ ଚର୍ଚ୍ଚା ସମୟରେ ଭାରତ ସାରା ବିଶ୍ବରେ ଆୟୁର୍ବେଦ କ୍ଷେତ୍ର ପାଇଁ ପରିଚିତ ଲାଭ କରିଥିବା କହିବା ସହ ଏହି ବିଲ ଏଥିରେ ସହାୟକ ହେବ ବୋଲି କହିଛନ୍ତି । ଏହାସହ ଭାରତ ଆୟୁର୍ବେଦର ଉତ୍ପତ୍ତିସ୍ଥଳ । ତେଣୁ ସାରା ବିଶ୍ବ ଏହାର ରିସର୍ଚ୍ଚ ଉପରେ ଭାରତ ଉପରେ ନିର୍ଭର କରନ୍ତି ବୋଲି ମଧ୍ୟ ସେ କହିଛନ୍ତି ।

ଏହାସହ ବିଧେୟକ ଉପରେ କିଛି ପରାମର୍ଶ ଦେଇ ସେ ଏହି ବିଲ୍‌କୁ ସମର୍ଥନ କରୁଥିବା ଜଣାଇଛନ୍ତି ।

ABOUT THE AUTHOR

...view details