ନୂଆଦିଲ୍ଲୀ: ଦେଶରେ ଜାରି ମହାମାରୀ କୋରୋନାର ପ୍ରକୋପ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନର ସେବା ସ୍ଥଗିତ ରହିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ 230 ଟି ସ୍ବତନ୍ତ୍ର ଟ୍ରେନର ସେବା ଜାରି ରହିବ |
ଅନିର୍ଦ୍ଦିଷ୍ଟ କାଳ ଯାଏଁ ବନ୍ଦ ରହିବ ନିୟମିତ ଯାତ୍ରୀବାହୀ ରେଳ ସେବା - ନିୟମିତ ଯାତ୍ରୀବାହୀ ଟ୍ରେନ
ସଂକ୍ରମଣକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ନିୟମିତ ଯାତ୍ରୀବାହୀ ଟ୍ରେନର ସେବା ସ୍ଥଗିତ ରହିବ ବୋଲି ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...
ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରହିବ ନିୟମିତ ଯାତ୍ରୀବାହୀ ରେଳ ସେବା
ଏହାପୂର୍ବରୁ ରେଳବାଇ 12 ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଟ୍ରେନର ସେବାକୁ ସ୍ଥଗିତ ରଖିଥିଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ନିୟମିତ ଯାତ୍ରୀବାହୀ ଟ୍ରେନ ସ୍ଥଗିତ ଥିବାରୁ ଭାରତୀୟ ରେଳବାଇ ଚଳିତ ଆର୍ଥିକ ବର୍ଷରେ 40,000 କୋଟି ଟଙ୍କା କ୍ଷତି ସହିବ ବୋଲି ଆକଳନ କରାଯାଇଛି।