ଓଡିଶା

odisha

ଏପ୍ରିଲ 15ରୁ ସ୍ବାଭାବିକ ହୋଇପାରେ ରେଳ ସେବା

By

Published : Apr 4, 2020, 6:25 PM IST

ଏପ୍ରିଲ 15ରୁ ସ୍ବାଭାବିକ ହୋଇପାରେ ରେଳ ସେବା । ଯାତ୍ରା କରିପାରେ କିଛି ରେଳ । ଅଧିକ ପଢନ୍ତୁ...

Railways gears up to resume services from April 15
ଏପ୍ରିଲ 15ରୁ ସ୍ବାଭାବିକ ହୋଇପାରେ ରେଳ ସେବା

ନୂଆଦିଲ୍ଲୀ: ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଲକ ଡାଉନ ରହିଛି ଦେଶ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା 14 ତାରିଖରେ ଲକ ଡାଉନର 21 ଦିନିଆ ଅବଧି ଶେଷ ହେବ । ଏହାପରେ ଆସନ୍ତା 15 ତାରିଖରୁ ରେଳ ସେବା ଆରମ୍ଭ ନେଇ ସୂଚନା ଦେଲା ରେଳ ମନ୍ତ୍ରଣାଳୟ ।

ଏନେଇ ରେଳ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଏବଂ ଗାର୍ଡଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଷ୍ପତ୍ତି କ୍ରମେ ମନ୍ତ୍ରଣାଳୟ ପକ୍ଷରୁ ଆଗାମୀ ସୂଚନା ପ୍ରଦାନ କରାଯିବ। ପାଖାପାଖି 80 ପ୍ରତିଶତ ପାସେଞ୍ଜର ଟ୍ରେନ ଚଳାଚଳ ହେବ । ଏନେଇ 17ଟି ରେଲୱେ ଜୋନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ABOUT THE AUTHOR

...view details