ଓଡିଶା

odisha

ETV Bharat / bharat

ବିଦେଶୀ ମଦ କମ୍ପାନୀ ଉପରେ ଚଢାଉ, 700କୋଟି ଜବତ

ବିଦେଶୀ ମଦ କମ୍ପାନୀରେ ଚଢଉ କରି 700 କୋଟିର ଅଘୋଷିତ ଅର୍ଥ ଜବତ ।

By

Published : Aug 11, 2019, 1:40 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆୟକର ବିଭାଗର ଚଢାଉ । ବିଦେଶୀ ମଦ ପ୍ରସ୍ତୁତ କରୁଥିବା କେତେକ କମ୍ପାନୀ ଉପରେ ଆୟକର ବିଭାଗ ଚଢାଉ କରି ପ୍ରାୟ 700କୋଟି ଟଙ୍କା ଜବତ କରିଛି । ଆୟକର ବିଭାଗ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ଗୋଆରେ ଚଢାଉ କରିଥିଲେ ।

ଫଟୋ ସୌଜନ୍ୟ: ଏ ଏନ ଆଇ
ଆଇଟି ବିଭାଗ ପ୍ରାୟ 55ଟି ଯାଗାରେ ଛାପା ମାରିଥିଲା ଓ ସେଠାରୁ 700କୋଟି ବେଆଇନ ଅର୍ଥ ବା ଅଘୋଷିତ ଅର୍ଥକୁ ଜବତ କରିଛି ।

ABOUT THE AUTHOR

...view details