ନୂଆଦିଲ୍ଲୀ: କୌଣସି ଅଧିକାର ସ୍ଥାୟୀ ନୁହେଁ ଏବଂ ଏହା ସାମାଜିକ ଓ ଆର୍ଥିକ ସ୍ଥିତି ଅନୁଯାୟୀ ପରିବର୍ତ୍ତନ ହୋଇଥାଏ । ଗତ ଶନିବାର ଦିଲ୍ଲୀ ୟୁନିଭରସିଟି ପ୍ରଫେସର ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ବାଧନ କରିବାକୁ ଯାଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏପରି ଏକ ମନ୍ତବ୍ୟ ଦେଇଛି ।
କୌଣସି ଅଧିକାର ସ୍ଥାୟୀ ନୁହେଁ: ପ୍ରଣବ ମୁଖାର୍ଜୀ
ଗତ ଶନିବାର ଦିଲ୍ଲୀ ୟୁନିଭର୍ସିଟିରେ ପୂର୍ବତନ ରାଷ୍ଟ୍ରପତି ଏକ ପୁସ୍ତକ ଉନ୍ମୋଚନ ସହ ପ୍ରଫେସର ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ।
ଫାଇଲ ଫଟୋ
ଆଲୋଚନା ସମୟରେ ଏକ ଉପଦେଶ ଦେବାକୁ ଯାଇ ସମ୍ବିଧାନ ନିର୍ମାତା ଭିମରାଓ ଆମ୍ବଦକର ସମ୍ବିଧାନ ଗଠନ ସମୟରେ ହୋଇଥିବା ଭାରତର ଜନତା ହିଁ ସମ୍ବିଧାନର ପ୍ରକୃତି ଉପରେ ନିଷ୍ପତି ନେବେ ବୋଲି କହିଥିଲେ । କାରଣ ସେମାନେ ହିଁ ଜନପ୍ରତିନିଧି ଭାବରେ ବିଧାୟକଙ୍କ ଚୟନ କରିବେ । ଏହାଛଡା ସେ ସେଠାରେ ଜଳବାୟୁ ପରିବର୍ତ୍ତନ ତଥା ଏହା ଦ୍ବାରା ଜନସାଧାରଣଙ୍କ ଉପରେ ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।