ଓଡିଶା

odisha

By

Published : Aug 28, 2020, 9:22 PM IST

ETV Bharat / bharat

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଜବାବ ଦେଲା ଭାରତ

ପୁଣି ପଦାରେ ପଡ଼ିଛି କୁଚକ୍ରୀ ପାକିସ୍ତାନର ଖଳ ଖେଳ । ପୁଞ୍ଚ ଜିଲ୍ଲାର ମେନ୍ଧର ସେକ୍ଟର ଅନ୍ତ୍ରଗତ ଏଲଓସି ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ ସେନା ।ଅଧିକ ପଢନ୍ତୁ..

Shopian district
Shopian district

ଜମ୍ମୁ: ପୁଣି ପଦାରେ ପଡ଼ିଛି କୁଚକ୍ରୀ ପାକିସ୍ତାନର ଖଳ ଖେଳ । ପୁଞ୍ଚ ଜିଲ୍ଲାର ମେନ୍ଧର ସେକ୍ଟର ଅନ୍ତ୍ରଗତ ଏଲଓସି ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ ସେନା ।

ସଂଧ୍ୟା 5. 45 ମିନିଟରେ ଅସ୍ତ୍ରବିରତି ଉଲଂଘନ କରିଥିବା ନେଇ ସୂଚନା ଦେଇଛି ସେନା । ଏହାର ଉଚିତ ଯବାବ ମଧ୍ୟ ଦେଇଛି ଭାରତୀୟ ସେନା ।

ଗତକିଛି ଦିନ ଏହି ସମସ୍ତ ଅଞ୍ଚଳରୁ ପ୍ରତିଦିନ ଆତଙ୍କୀ ନିପାତ ଯୋଜନା ଜାରି ରଖିଛି ସେନା । ଶାନ୍ତି ଫେରାଇ ଆଣିବା ସହ ଆତ୍ମସମର୍ପଣ କରିବାକୁ ଆହ୍ବାନ ଜାରି ରଖିଛି । କିନ୍ତୁ ସେପଟେ ନିଜର ଖଳ ବୁଦ୍ଧିକୁ ବଜାୟ ରକିଛି ପଡୋଶୀ ପାକିସ୍ତାନ ।

@ANI

ABOUT THE AUTHOR

...view details