ବିଜାପୁର: ସ୍ଥାନୀୟ ଇରାପଲ୍ଲୀ ଅଞ୍ଚଳରେ ନକ୍ସଲ ଓ ଯବାନ ଗୁଳିବିନିମୟ ଘଟିଥିବା ସୂଚନା ମିଳିଛି । ଏଥିରେ ଜଣେ ନକ୍ସଲଙ୍କ ମୃତ ହୋଇଥିବାବେଳେ 204 ବାଟାଲିୟନର 2 କୋବ୍ରା ଯବାନ ଶହୀଦ ହୋଇଛନ୍ତି । ଏହାସହ 2 ଯବାନ ଗୁରୁତର ଆହତ ହୋଇଛନ୍ତି ।
ବିଜାପୁରରେ ନକ୍ସଲ-ଯବାନ ଗୁଳିବିନିମୟ: ଜଣେ ନକ୍ସଲ ନିପାତ, 2 ଯବାନ ଶହୀଦ
ବିଜାପୁରର ଇରାପଲ୍ଲୀ ଗ୍ରାମରେ ନକ୍ସଲ-ଯବାନ ଗୁଳିବିନିମୟ ଜାରି ରହିଛି । ଏଥିରେ ଜଣେ ନକ୍ସଲଙ୍କ ମୃତ ହୋଇଥିବାବେଳେ 204 ବାଟାଲିୟନର 2 କୋବ୍ରା ଯବାନ ଶହୀଦ ହୋଇଛନ୍ତି ।
ବିଜାପୁରରେ ନକ୍ସଲ-ଯବାନ ଗୁଳିବିନିମୟ
4ଜଣ ଯବାନଙ୍କ ମଧ୍ୟରେ ଜଣେ ଡେପୁଟି କମାଣ୍ଡାଣ୍ଟ ରହିଛନ୍ତି । ତେବେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବନିୟମ ଜାରି ରହିଛି । ଯବାନଙ୍କ ପକ୍ଷରୁ ନକ୍ସଲଙ୍କୁ କଡା ଜବାବ ଦିଆଯାଉଛି ।