ନୂଆଦିଲ୍ଲୀ:ରାଜଧାନୀରେ ସ୍ବାଭାବିକ ହେଲା ମେଟ୍ରୋ ରେଳ ସେବା । ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗି ରହିଛି ଆନ୍ଦୋଳନ । ଦୁଇ ଦିନ ହେବ ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀର ମେଟ୍ରୋ ଷ୍ଟେସନର ସମସ୍ତ ଏଣ୍ଟ୍ରି ଓ ଏକଜିଟ ଗେଟକୁ ବନ୍ଦ କରାଯାଇଥିଲା ।
ସ୍ବାଭାବିକ ହେଲା ଦିଲ୍ଲୀ ମେଟ୍ରୋ ସେବା - delhi metro
ସ୍ବାଭାବିକ ହେଲା ଦିଲ୍ଲୀ ମେଟ୍ରୋ ଚଳାଚଳ । ନାଗରିକତା ସଂଶୋଧନ ଆଇନକୁ ନେଇ ଆନ୍ଦୋଳନ ଯୋଗୁଁ ବନ୍ଦ ଥିଲା ସେବା । ଆଗକୁ ପଢନ୍ତୁ...
ସ୍ବାଭାବିକ ହେଲା ଦିଲ୍ଲୀ ମେଟ୍ରୋ ସେବା
ଗୁରୁବାର ରେଳ ସେବା 2ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବା ପରେ ରାଜୀବଚୌକ ସମେତ ପଟେଲଚୌକ, ସେଣ୍ଟ୍ରାଲ ସେକ୍ରେଟେରିଏଟ, ଉଦ୍ୟୋଗ ଭବନ ଏବଂ ଲୋକ କଲ୍ୟାଣ ମାର୍ଗ ଆଦି ମେଟ୍ରୋ ଷ୍ଟେସନ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା। ପୁଣି ଶୁକ୍ରବାର ରେଳ ସେବା ଉପରେ ରୋକ ଲଗାଇଥିବାବେଳେ ଆଜି ତାହା ସ୍ବାଭାବିକ ହୋଇଥିବା ଜଣାପଡିଛି ।