ଓଡିଶା

odisha

କ୍ବାରେଣ୍ଟାଇନକୁ ଗଲେ ନୋଏଡାର 200 ଲୋକ

ନୋଏଡାର ସେକ୍ଟର 5ରୁ ସେକ୍ଟର 8 ପର୍ଯ୍ୟନ୍ତ 30 ପରିବାର 200 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

By

Published : Apr 8, 2020, 9:47 AM IST

Published : Apr 8, 2020, 9:47 AM IST

ETV Bharat / bharat

କ୍ବାରେଣ୍ଟାଇନକୁ ଗଲେ ନୋଏଡାର 200 ଲୋକ

_corona
କ୍ବାରେଣ୍ଟିନକୁ ଗଲେ ନଏଡାର 200 ଲୋକ

ଲକ୍ଷ୍ନୌ: କ୍ବାରେଣ୍ଟାଇନକୁ ଗଲେ 200 ଲୋକ । ନୋଏଡାର ସେକ୍ଟର 5ରେ ରହୁଥିବା 200 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

ଗୌତମବୁଦ୍ଧନଗର ଡିସିପି ସଂକଳ୍ପ ଶର୍ମାଙ୍କ ସୂଚନା ଅନୁଯାୟୀ, ନଏଡାର ସେକ୍ଟର 5ରୁ ସେକ୍ଟର 8 ପର୍ଯ୍ୟନ୍ତ 30 ପରିବାର 200 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ତେବେ ସେମାନଙ୍କ ଠାରେ କୌଣସି କୋରୋନା ଲକ୍ଷଣ ଦେଖାଯାଇନାହିଁ ମାତ୍ର ସେମାନେ ସମସ୍ତେ ତବଲିଗୀ ଜମାତ୍ ଲୋକଙ୍କ ସମ୍ପର୍କରେ ଆସିଥିଲେ । ତେଣୁ ସମସ୍ତ ସଦସ୍ୟଙ୍କ କୋରୋନା ପରିକ୍ଷା କରାଯିବ ।

ପ୍ରକାଶ ଥାଉକି, ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 4312ରେ ପହଞ୍ଚିଥିବା ବେଳେ 124 ଆକ୍ରାନ୍ତ ମୃତ୍ୟୁବରଣ କରିଲେଣି ।

ABOUT THE AUTHOR

...view details