ଓଡିଶା

odisha

By

Published : May 2, 2020, 6:56 AM IST

ETV Bharat / bharat

କେରଳରେ ନାହିଁ ନୂଆ କୋରୋନା ମାମଲା

କେରଳରେ ନାହିଁ ନୂଆ କୋରୋନା ମାମଲା । ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ଅଧିକ ପଢନ୍ତୁ...

No new case of COVID19 confirmed in the State today.
କେରଳରେ ନାହିଁ ନୂଆ କୋରୋନା ମାମଲା

ଥିରୁଅନନ୍ତପୁରମ: ଗତକାଲି ଠାରୁ କେରଳରେ ନାହିଁ କୋଭିଡ-19 ର କୌଣସି ନୂଆ ମାମଲା । ଏଥିସହିତ କୋରୋନା ଭାଇରସ ସଂକ୍ରମଣ ପାଇଁ ଚିକିତ୍ସିତ ହେଉଥିବା ନଅ ଜଣ ରୋଗୀ ମଧ୍ୟ ସୁସ୍ଥ ହୋଇଯାଇଥିବା ଜଣାପଡିଛି । ଏହାସହ ବର୍ତ୍ତମାନ ସୁ୍ଦ୍ଧା ରାଜ୍ୟରେ ମୋଟ 392ରେ ସୁସ୍ଥ ହୋଇଥିବା ସୂଚନା ଦେଲେ କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ.କେ ଶୈଳଜା ।

ବର୍ତ୍ତମାନ ରାଜ୍ୟରେ ପ୍ରାୟ 498 କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ 4ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି ଠାରୁ ପୁଣି ଦେଶରେ ଲକ ଡାଉନ ବୃଦ୍ଧି କରାଯାଇଛି । ଆହୁରି 2 ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ଏହି ନିମୟ । ପୂର୍ବ ଭଳି ଏହି ନିୟମ ମାନିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

@ANI

ABOUT THE AUTHOR

...view details