ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଆଜି(ଗୁରୁବାର) ଦ୍ବିତୀୟ ଥର ପାଇଁ ପ୍ରେସ କନଫରେନ୍ସ କରିବେ । ଆଜି ଅର୍ଥମନ୍ତ୍ରୀ କୃଷି ଓ ଏହାସହ ଯୋଡି ହୋଇଥିବା ଦିଗକୁ ନେଇ ଘୋଷଣା କରିବେ ।
ଅର୍ଥନୈତିକ ପ୍ୟାକେଜ ଘୋଷଣାର ଦ୍ବିତୀୟ ଭାଗ, ଚାଷୀଙ୍କ ପାଇଁ ହେବ ବଡ ଘୋଷଣା - ଅର୍ଥନୈତିକ ପ୍ୟାକେଜ ଘୋଷଣାର ଦ୍ବିତୀୟ ଭାଗ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି(ଗୁରୁବାର) ଦ୍ବିତୀୟ ଥର ପାଇଁ ପ୍ରେସ କନଫରେନ୍ସ କରିବେ । ଅଧିକ ପଢନ୍ତୁ...
ଅର୍ଥନୈତିକ ପ୍ୟାକେଜ ଘୋଷଣାର ଦ୍ବିତୀୟ ଭାଗ
ପ୍ରକାଶଥାଉକି, ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର 20 ଲକ୍ଷ କୋଟିର ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଥିଲେ । ବୁଧବାର ଏହା ପ୍ରଥମ କିସ୍ତିକୁ ଅର୍ଥମନ୍ତ୍ରୀ ବିସ୍ତାର ଭାବେ ବୁଝାଇଥିଲେ ।ତେବେ ପ୍ରଥମ ଦିନରେ ଏମଏସଏମଇ ପାଇଁ ବଡ ଘୋଷଣା କରାଯାଇଛି ।
ଏମଏସଏମଇ ସେକ୍ଟର ପାଇଁ 3 ଲକ୍ଷ କୋଟି ଋଣକୁ ବିନା ଗ୍ୟାରେଣ୍ଟିରେ ମଞ୍ଜୁରୀ ଦିଆଯାଇଥିବା ବେଳେ ଏହାର ପରିଭାଷାକୁ ମଧ୍ୟ ପରିବର୍ତ୍ତନ କରାଗଲା । ତେବେ ଆଜି ଅପରାହ୍ନ 4ଟା ରେ ଏହି ପ୍ୟାକେଜର ଦ୍ବିତୀୟ ବଡ ଘୋଷଣା କରାଯିବ ।