ଓଡିଶା

odisha

ETV Bharat / bharat

ଦିଶା ଏନକାଉଣ୍ଟର: ତଦନ୍ତ ପାଇଁ ହାଇଦ୍ରବାଦରେ ଜାତୀୟ ମାନବାଧିକାର କମିଶନ

ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣାରେ ତଦନ୍ତ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଟିମ।

hyderabad
ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Dec 7, 2019, 12:40 PM IST

ହାଇଦ୍ରାବାଦ: ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ଏନକାଉଣ୍ଟର ଘଟଣାରେ ତଦନ୍ତ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଟିମ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହି ଟିମ ତେଲେଙ୍ଗାନାର ମେହବୁବ ନଗର ଜିଲ୍ଲାର ଚେତନାପଲ୍ଲୀ ଗସ୍ତ କରି ଏନକାଉଣ୍ଟର ସ୍ଥଳ ଓ ହତ୍ୟା କରାଯାଇଥିବା ସ୍ଥାନ ପରିଦର୍ଶନ କରିବେ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତଙ୍କ ମୃତଦେହକୁ ଦେଖିବେ। ଏହା ସହିତ ଅଭିଯୁକ୍ତଙ୍କ ପରିବାରବର୍ଗଙ୍କୁ ଭେଟିବେ। ଶୁକ୍ରବାର ଜାତୀୟ ମାନବାଧିକାର କମିଶନ, ଏହାର ତଦନ୍ତ ମହାନିର୍ଦ୍ଦେଶକଙ୍କୁ ହାଇଦ୍ରବାଦ ଏନକାଉଣ୍ଟର ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ABOUT THE AUTHOR

...view details