1. ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ଚାଷୀ ଆନ୍ଦୋଳନକୁ ନେଇ ଆସିପାରେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ।
2.ଆଜି କୃଷକ-ସରକାର ମଧ୍ୟରେ ଆଲୋଚନା । ଆନ୍ଦୋଳନର ହୋଇପାରେ ଅନ୍ତ ।
3. ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅଧ୍ୟକ୍ଷତାରେ ବରିଷ୍ଠ ମନ୍ତ୍ରୀଙ୍କ ବୈଠକ । କୃଷକ ସମସ୍ୟା ଆନ୍ଦୋଳନ ନେଇ କରିବେ ଆଲୋଚନା ।
4.ଆଜି ଏକ ଭାରତ ଶ୍ରେଷ୍ଠ ଭାରତର ସମୀକ୍ଷା କାର୍ଯ୍ୟକ୍ରମ । 5 ଟି ମନ୍ତ୍ରଣାଳୟ କରିବେ ମିଳିତ ସମୀକ୍ଷା ।
5. ଆଜି ଡିଜିଟାଲ ଆୱାର୍ଡ ସମ୍ମାନ ସମାରୋହ । କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ।