ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ସମୟରେ ଜବତ ହେଲା 3,500 କୋଟି ଟଙ୍କାର ମଦ ଏବଂ ନିଶାଦ୍ରବ୍ୟ । ଏନଫୋର୍ସମେଣ୍ଟ ଏଜେନ୍ସି ଜବତ କରିଥିବା ନେଇ ଘୋଷଣା କରିଛି ନିର୍ବାଚନ କମିଶନ ।
ଶେଷ ପର୍ଯ୍ୟାୟ ମତଦାନ: 3,500 କୋଟିର ନିଶାଦ୍ରବ୍ୟ ଓ ଟଙ୍କା ଜବତ - wine
ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ବାରା 3,500 କୋଟି ଟଙ୍କାର ମଦ ଏବଂ ନିଶାଦ୍ରବ୍ୟ ଜବତ । ଏନେଇ ଘୋଷଣା କରିଛି ନିର୍ବାଚନ କମିଶନ ।
ଡିଜାଇନ ଫଟୋ
ସୂଚନା ଅନୁସାରେ, ମାର୍ଚ୍ଚ 10 ତାରିଖରୁ ମେ 19 ତାରିଖ ମଧ୍ୟରେ 839.03 କୋଟି ନଗଦ ଟଙ୍କା, 294.41 କୋଟି ଟଙ୍କାର ମଦ, 1270.37 କୋଟିର ଡ୍ରଗ୍ସ ଜବତ କରାଯାଇଛି । ଏହାସହ 986.76 ଟଙ୍କାର ସୁନା ଜବତ ହୋଇଛି । ତେବେ ମୋଟ 3449.12 କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି ।