ଓଡିଶା

odisha

ETV Bharat / bharat

କଂଗ୍ରେସ ପ୍ରାର୍ଥୀଙ୍କ ଜନ୍ମଦିନ କେକରେ 'ଚୌକିଦାର ଚୋର ହେ'

ନାଁ ବଦଳରେ ନାରାକୁ ଜନ୍ମଦିନ କେକରେ ଲେଖିଲେ କଂଗ୍ରେସ-NCP ପ୍ରାର୍ଥୀ । ମହାରାଷ୍ଟ୍ର ଥାନେରେ ନିଆରା ସେଲିବ୍ରେସନ ।

By

Published : May 17, 2019, 11:58 AM IST

ଫଟୋ ସୌଜନ୍ୟ: ଏଏନଆଇ

ମୁମ୍ବାଇ: ବର୍ଥ ଡେ କେକରେ ଚୌକିଦାର ଚୋର ହେ । ନାଁ ବଦଳରେ ନାରାକୁ ଜନ୍ମଦିନ କେକରେ ଲେଖିଲେ କଂଗ୍ରେସ-NCP ପ୍ରାର୍ଥୀ । ମହାରାଷ୍ଟ୍ର ଥାନେରେ ନିଆରା ସେଲିବ୍ରେସନ ।

ଏନସିପି ପ୍ରାର୍ଥୀ ଆନନ୍ଦ ପରନ୍ଦପେ ନିକଟରେ ନିଜ ବର୍ଥ ଡେ ପାଳନ କରିଛନ୍ତି । ଯେଉଁଥିରେ ସେ 'ଦେଶ କା ଚୌକିଦାର ହି ଚୋର ହେ' ନାରା ଥିବା କେକ୍‌ କାଟି ବିଜେପିକୁ ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ABOUT THE AUTHOR

...view details