ଓଡିଶା

odisha

ETV Bharat / bharat

ଶପଥ ନେଲେ ନମୋ ଟିମ: ଜାଣନ୍ତୁ କିଏ ଇନ, କିଏ ଆଉଟ ?

ମୋଦି ଟିମରେ ସାମିଲ ହୋଇଛନ୍ତି ସେହି ପୁରୁଣା ଚେହେରା ।  ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଏହି ହେଭିୱେଟ ନେଇଛନ୍ତି ଶପଥ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ରାଜନାଥ ସିଂଙ୍କ ଠାରୁ ଆରମ୍ଭ କରି ନିର୍ମଳା ସୀତାରମଣ ଆଉଥରେ ମୋଦି କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।

By

Published : May 30, 2019, 7:52 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପୁଣିଥରେ ମୋଦି ଟିମରେ ସାମିଲ ହୋଇଛନ୍ତି ସେହି ପୁରୁଣା ଚେହେରା । ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ଏହି ହେଭିୱେଟ ନେଇଛନ୍ତି ଶପଥ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ରାଜନାଥ ସିଂଙ୍କ ଠାରୁ ଆରମ୍ଭ କରି ନିର୍ମଳା ସୀତାରମଣ ଆଉଥରେ ମୋଦି କ୍ୟାବିନେଟରେ ସ୍ଥାନ ପାଇଛନ୍ତି ।

ଗତ ଦୁଇଟି ଲୋକସଭା ନିର୍ବାଚନରେ ଏନଡିଏର ବହୁମତ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶାହଙ୍କୁ ଏଥର ମିଳିଛି ମନ୍ତ୍ରୀପଦ । ତେବେ ଖୁବଶୀଘ୍ର ତାଙ୍କୁ ଗୁରୁ ଦାୟିତ୍ବ ଦେଇପାରନ୍ତି ମୋଦି । ଦେଶର ରାଜକୋଷର ଚାବିକାଠି ଶାହଙ୍କୁ ମିଳିବା ନେଇ ଚାଲିଛି ଚର୍ଚ୍ଚା । ଜାଣନ୍ତୁ ମୋଦିଙ୍କ କ୍ୟାବିନେଟ ଟିମ ସମ୍ପର୍କରେ

  1. ସଦାନନ୍ଦ ଗୌଡା
  2. ନିର୍ମଳା ସୀତାରମଣ
  3. ନୀତିନ ଗଡକରୀ
  4. ରାଜନାଥ ସିଂ
  5. ରାମଦାସ ଅଠାୱଲେ
  6. ପ୍ରକାଶ ଜାଭେଦକର
  7. ଅର୍ଜୁନ ରାମ ମେଘୱାଲ
  8. ମୁଖତାର ଅବ୍ବାସ ନକବୀ
  9. ବାବୁଲ ସୁପ୍ରିୟୋ
  10. ସୁରେଶ ଅଙ୍ଗାଡି
  11. ଜିତେନ୍ଦ୍ର ସିଂ
  12. ପିୟୁଶ ଗୋଏଲ
  13. ରବି ଶଙ୍କର ପ୍ରସାଦ
  14. ଜି କିଶନ ରେଡ୍ଡୀ
  15. ସ୍ମୃତି ଇରାନୀ
  16. ପ୍ରହ୍ଲାଦ ଯୋଶୀ
  17. ରବିନ୍ଦ୍ରନାଥ
  18. ପୁରୁଷୋତ୍ତମ ରୁପାଲା
  19. ମନସୁଖ ମଣ୍ଡାୱିୟା
  20. ରାଓ ଇନ୍ଦ୍ରଜିତ ସିଂ
  21. କୃଷ୍ଣପାଲ ଗୁଜ୍ଜର
  22. ଆରକେ ସିଂ
  23. କିରଣ ରିଜ୍ଜଜୁ
  24. କୈଳାଶ ଚୌଧୁରୀ
  25. ସଞ୍ଜୀବ ବଳିଆନ
  26. ଆରସିପି ସିଂ
  27. ନିତ୍ୟାନନ୍ଦ ରାୟ
  28. ଧାବରଚନ୍ଦ ଗେହଲତ
  29. ଦେବାଶ୍ରୀ ଚୌଧୁରୀ
  30. ଅନୁରାଗ ଠାକୁର
  31. ଭି. ମୁରଲୀଧରଣ
  32. ଧର୍ମେନ୍ଦ୍ର ପ୍ରଧାନ
  33. ହର୍ଷବର୍ଦ୍ଧନ
  34. ଶ୍ରୀପଦ ନାୟକ
  35. ହରଦ୍ବୀପ ସିଂହ ପୁରୀ
  36. ଗଜେନ୍ଦ୍ର ସିଂହ ଶେଖାୱତ
  37. ସୁବ୍ରତ ପାଠକ
  38. ନରେନ୍ଦ୍ର ସିଂହ ତୋମର
  39. ରାମବିଳାସ ପାସୱାନ
  40. ସନ୍ତୋଷ ଗଙ୍ଗୱାର
  41. ସୋମ ପ୍ରକାଶ
  42. ଏସ ଜୟଶଙ୍କର
  43. ଅକାଳୀ ଦଳର ହରସିମରତ କୌର
  44. ରାମେଶ୍ବର ତେଲୀ
  45. ମନସୁଖ ବାସୱା
  46. ରମେଶ ପୋଖରିୟାଲ ନିଶାଙ୍କ

ABOUT THE AUTHOR

...view details