ନୂଆଦିଲ୍ଲୀ: କୋରୋନା ଲଢେଇରେ ସାମିଲ ହେବାକୁ ବିଜେପି କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପ୍ପି ନଡ୍ଡାଙ୍କ ନିବେଦନ । ସମସ୍ତ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଅତି କମରେ 100 ଟଙ୍କା ଦେବାକୁ ସେ ନିବେଦନ କରିଛନ୍ତି।
କେରୋନା ଲଢେଇ: ବିଜେପି କର୍ମୀଙ୍କୁ 100 ଟଙ୍କା ଲେଖାଏଁ ଦାନ କରିବାକୁ ଅଧ୍ୟକ୍ଷଙ୍କ ନିବେଦନ - corona fight
ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଠରେ ସାମିଲ ହେବା ପାଇଁ ବିଜେପି କର୍ମୀଙ୍କୁ ରୀଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିବେଦନ । ସମସ୍ତ କର୍ମଚାରୀ ଏହି ଫଣ୍ଡକୁ 100 ଲେଖାଏଁ ଦାନ କରନ୍ତୁ । ଅଧିକ ପଢନ୍ତୁ...
ବିଜେପି କର୍ମୀଙ୍କୁ 100 ଟଙ୍କା ଲେଖାଏଁ ଦାନ କରିବାକୁ ଅଧ୍ୟକ୍ଷଙ୍କ ନିବେଦନ
ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ଆମକୁ ଏକାଠି ହୋଇ ଲଢିବାକୁ ହେବ । ତେଣୁ ଅନ୍ୟ 10 ଜଣଙ୍କୁ ମଧ୍ୟ ଅର୍ଥ ଦାନ କରିବାକୁ ପ୍ରେରଣା ଜତାଅ । ଆମର ଏହି ଛୋଟିଆ ସମର୍ଥନ ବଡ ଅବଦାନ ହେବ ।
କୋରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦି ପିଏମ କେୟାର୍ସ ନାମକ ଫଣ୍ଡ ଗଠନ କରିଛନ୍ତି । ଏହି ଫଣ୍ଡରେ ଅନେକ ଲୋକେ ଦାନ କରି କୋରୋନା ଲଢେଇରେ ସାମିଲ ହୋଇଛନ୍ତି ।