ଭୋପାଳ: ଗୋ-ଚାଲାଣକାରୀଙ୍କ ଉପରେ ସଂଶୋଧନ ଆଇନ୍ ପ୍ରସ୍ତୁତ ହେବ ! ବୁଧବାର ମଧ୍ୟପ୍ରଦେଶ ପଶୁପାଳନ ମନ୍ତ୍ରୀ ଲକ୍ଷନ ସିଂ ୟାଦବ ବିଧାନସଭାରେ ଗୋଚାଲାଣକାରୀଙ୍କ ଉପରେ ଆଇନ ସଂଶୋଧନ ପ୍ରସ୍ତାବ ରଖିବେ ।
।
ଗୋଚାଲାଣ ଉପରେ ରୋକ ଲଗାଇବା ପାଇଁ 2004 ମସିହାରେ ମଧ୍ୟପ୍ରଦେଶ ହୋଇଥିବା ଗୌବଂଶ ପ୍ରତିଶେଧ ଅଧୀନିୟମ ସଂଶୋଧନର ପ୍ରସ୍ତାବ ରାଜ୍ୟ ବିଧାନସଭାରେ ଅନୁଗତ ହେବ ।
ଗୋ-ଚାଲାଣକାରୀଙ୍କ ଉପରେ ସଂଶୋଧନ ଆଇନ୍ ପ୍ରସ୍ତାବ ଦେବେ ଏମପି ସରକାର - MP govt
ବୁଧବାର ମଧ୍ୟପ୍ରଦେଶ ପଶୁପାଳନ ମନ୍ତ୍ରୀ ଲକ୍ଷନ ସିଂ ୟାଦବ ବିଧାନସଭାରେ ଗୋଚାଲାଣକାରୀଙ୍କ ଉପରେ ଆଇନ ସଂଶୋଧନ ପ୍ରସ୍ତାବ ରଖିବେ ।
ଫାଇଲ ଫଟୋ
ସୂଚନା ମୂତାବକ, ମଧ୍ୟପ୍ରଦେଶରେ ଗୋଚାଲାଣ କରିବା ପୂର୍ବରୁ ଲୋକଙ୍କୁ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡିଥାଏ । ଏଥିସହ ଯଦି ଗାଇ ଉପରେ କୌଣସି ଆକ୍ରମଣ ହୋଇଥାଏ ତେବେ ଯେଉଁ ବ୍ୟକ୍ତି ଉକ୍ତ ଗାଇକୁ ଚାଲାଣ ପାଇଁ ଅନୁମତି ନେଇଥିବ ତେବେ ତାଙ୍କ ଉପରେ ଦଣ୍ଡାଦେଶ ସହ ଜୋରିମାନା ଦେବାକୁ ପଡିଥାଏ ।