ଓଡିଶା

odisha

ETV Bharat / bharat

ଘରେ ପ୍ରାର୍ଥନା ନେଇ ନିବେଦନ କଲେ ମୁସଲିମ ଧର୍ମଗୁରୁ

ଘରେ ପ୍ରାର୍ଥନା ନେଇ ନିବେଦନ କଲେ ମୁସଲିମ ଧର୍ମଗୁରୁ। ଲକଡାଉନ୍ ଅନୁସରଣ କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ଅଧିକ ପଢନ୍ତୁ...

By

Published : Apr 23, 2020, 10:54 PM IST

Mosques will remain closed and I  request people to offer prayers at their homes.
ଘରେ ପ୍ରାର୍ଥନା ନେଇ ନିବେଦନ କଲେ ମୁସଲିମ ଧର୍ମଗୁରୁ

ଡେରାଡୁନ: ଦେଶରେ କୋରୋନା ସଂକ୍ରମଣ ଦୃତ ଗତିରେ ମାଡି ଚାଲିଛି । ତେବେ ଦକ୍ଷିଣ ଦିଲ୍ଲୀରେ ଆୟୋଜିତ ତବଲିଗୀ ଧର୍ମସଭାରେ ସାମିଲ ହୋଇଥିବା ଅନେକ ଏହି ରୋଗରେ ଆକ୍ରାନ୍ତ ହେବା ସହ ସାରା ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣକୁ ଅଧିକ ବୃଦ୍ଧି କରୁଥିବା କୁହାଯାଇଛି । ତେଣୁ ଏନେଇ ସମସ୍ତଙ୍କର ପରୀକ୍ଷା କରାଯାଉଛି। ସବୁ ରାଜ୍ୟରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି ।

ଏଭଳି ସ୍ଥିତିରେ ସମସ୍ତ ମନ୍ଦିର, ଚର୍ଚ୍ଚ, ମସଜିଦ ମଧ୍ୟ ବନ୍ଦ ରଖାଯାଇଛି । ତେବେ ଉତ୍ତରାଖଣ୍ଡ ମୁସଲିମ ଧର୍ମଗୁରୁ ସୟଦ ମହମ୍ମଦ ଅହମ୍ମଦ କାଜମି କହିଛନ୍ତି ଯେ, ମସଜିଦ ବର୍ତ୍ତମାନ ବନ୍ଦ ରହିବ ଏବଂ ମୁଁ ଲୋକମାନଙ୍କୁ ସେମାନଙ୍କ ଘରେ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି । ମୁଁ ସମସ୍ତଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ଲକଡାଉନ୍ ଅନୁସରଣ କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

@ANI

For All Latest Updates

TAGGED:

dehradun

ABOUT THE AUTHOR

...view details