ଓଡିଶା

odisha

ETV Bharat / bharat

ଉଠିଲା ଆଦର୍ଶ ଆଚରଣ ବିଧି

ଲୋକସଭା ନିର୍ବାଚନ ଫଳାପଳ ବାହାରିବା ପରେ ଉଠିଲା model code of conduct (MCC) । 4 ରାଜ୍ୟରୁ ହଟିଲା ଆଦର୍ଶ ଆଚରଣ ବିଧି ।

By

Published : May 26, 2019, 6:45 PM IST

ଫଟୋ ସୈୌଜଫଟୋ ସୌଜନ୍ୟ : ଏଏନଆଇ

ନୂଆଦିଲ୍ଲୀ : ହଟିଲା ଦେଶରେ ଲାଗିଥିବା ଆଦର୍ଶ ଆଚରଣ ବିଧି । 4 ରାଜ୍ୟରୁ ହଟିଲା Model Code of conduct(MCC) । ଆନ୍ଧ୍ର ପ୍ରଦେଶ, ଓଡିଶା, ଅରୁଣାଞ୍ଚଳ ପ୍ରଦେଶ, ସିକିମରୁ ହଟିଲା ଆଦର୍ଶ ଆଚରଣବିଧି ।

ନିର୍ବାଚନ ଆୟୋଗ ହଟାଇଲା ଏହି ଆଦର୍ଶ ଆଚରଣ ବିଧି । ଲୋକସଭା ନିର୍ବାଚନ ଫଳାପଳ ବାହାରିବା ପରେ ହଟିଲା MCC ।

For All Latest Updates

ABOUT THE AUTHOR

...view details