ଓଡିଶା

odisha

ETV Bharat / bharat

ଉଗ୍ରବାଦୀଙ୍କ ଆକ୍ରମଣରେ 2 ଯବାନ ଶହୀଦ

ନାଗାଲାଣ୍ଡ ରାଜ୍ୟର ମନ୍‌ ଜିଲ୍ଲାରେ ଆସାମ ରାଇଫଲ୍ସ କ୍ୟାଡରରେ ଉଗ୍ରବାଦୀ ଆକ୍ରମଣ । ଏହି ଆକ୍ରମଣରେ 2 ଯବାନ ଶହୀଦ ।

ଡିଜାଇନ ଫଟୋ

By

Published : May 25, 2019, 8:18 PM IST

ଗୌହାଟି: 40 ଆସାମ ରାଇଫଲ୍ସ କ୍ୟାଡରରେ ଉଗ୍ରବାଦୀ ଆକ୍ରମଣ । ଉଲ୍ଫା(ଆଇ) ଓ ଏନଏସସିଏନ(କେ) 2 ଉଗ୍ରବାଦୀ ସଂଗଠନର ଆକ୍ରମଣରେ 2 ଯବାନ ଶହୀଦ ହୋଇଛନ୍ତି । ଏଥିସହ 3ଜଣ ଗମ୍ଭୀର ଅଛନ୍ତି ।

ଫଟୋ ସୌଜନ୍ଯ: ଇଟିଭି ଭାରତ, ବ୍ୟୁରୋ


ସୂଚନାଥାଉକି, ଯବାନ ଓ ଉଗ୍ରବାଦୀଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଗୁଳିବିନିମୟ ଜାରି ରହିଥିଲା । ଏହାପରେ ଉଗ୍ରବାଦୀମାନେ ସେହି ସ୍ଥାନ ଛାଡି ପଳାଇଛନ୍ତି । ଏହି ଘଟଣାଟି ନାଗାଲାଣ୍ତ ରାଜ୍ୟର ମନ୍‌ ଜିଲ୍ଲାରେ ଘଟିଛି ।

ABOUT THE AUTHOR

...view details