ଓଡିଶା

odisha

ETV Bharat / bharat

କୋରୋନା ମୁକାବିଲା: ବିଦେଶ ମନ୍ତ୍ରଣାଳୟର ହେଲ୍ପ ଲାଇନ ନମ୍ବର ଜାରି

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କୋରୋନା ଭାଇରସ, COVID-19 ନିୟନ୍ତ୍ରଣ କେନ୍ଦ୍ର ପାଇଁ ହେଲ୍ପଲାଇନ ଜାରି କରିଛନ୍ତି । କଣ୍ଟ୍ରୋଲ୍ ରୁମ୍:1800118797 (ଟୋଲ୍ ଫ୍ରି) ରହିଛି । ଅଧିକ ପଢନ୍ତୁ...

By

Published : Mar 16, 2020, 6:46 PM IST

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ବର୍ତ୍ତମାନ ସୁଦ୍ଧା ଦେଶରେ 114 ଆକ୍ରାନ୍ତ ହେବା ସହ ଦୁଇ ଜଣଙ୍କ ପ୍ରାଣହାନୀ ଘଟିଛି । ଏପରିସ୍ଥଳେ ସାରା ଦେଶରେ ଆତଙ୍କର ମାହୋଲ ଜାରି ରହିଛି । କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ହେଲ୍ପଲାଇନ ନମ୍ବର ଜାରି କରିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କୋରୋନା ଭାଇରସ, COVID-19 ନିୟନ୍ତ୍ରଣ କେନ୍ଦ୍ର ପାଇଁ ହେଲ୍ପଲାଇନ ଜାରି କରିଛନ୍ତି ।

କଣ୍ଟ୍ରୋଲ୍ ରୁମ୍:1800118797 (ଟୋଲ୍ ଫ୍ରି)

+ 91- 11- 23012113

+ 91- 11- 23014104

+ 91- 11- 23017905

ଫ୍ୟାକ୍ସ: + 91- 011- 23018158 (ଫ୍ୟାକ୍ସ)

ଇମେଲ୍: covid19@mea.gov.in ଜାରି କରିଛନ୍ତି ।

ABOUT THE AUTHOR

...view details