ଓଡିଶା

odisha

କୋରୋନା ମୁକ୍ତ ହେଲା ଏହି ରାଜ୍ୟ...

କୋଭିଡ-19 ମୁକ୍ତ ରାଜ୍ୟ ହେଲା ମଣିପୁର । ଗ୍ରାମାଞ୍ଚଳରେ କୋରୋନା ଭାଇରସ୍ ଲକାଉନ କୋହଳ କରିବାକୁ ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

By

Published : Apr 20, 2020, 11:35 PM IST

Published : Apr 20, 2020, 11:35 PM IST

manipur corona free state declared
କୋରୋନା ମୁକ୍ତ.ହେଲା ଏହି ରାଜ୍ୟ...

ଇମ୍ଫଲ: ଦେଶରେ ଅନ୍ୟ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ-19 ମୁକ୍ତ ରାଜ୍ୟ ହେଲା ମଣିପୁର । ବର୍ତ୍ତମାନ ସୁଦ୍ଧା ଏଠାରେ କୌଣସି ଆକ୍ରାନ୍ତ ନଥିବା ସ୍ପଷ୍ଟ ହୋଇଛି । ପୂର୍ବରୁ ରାଜ୍ୟରେ ମାତ୍ର 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ସୁସ୍ଥ ଥିବା ଜଣାପଡିଛି ।

କିନ୍ତୁ କିଛି ଗ୍ରାମାଞ୍ଚଳରେ କୋରୋନା ଭାଇରସ୍ ଲକଡାଉନ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ କରାଯିବ ନାହିଁ । ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ସକାଳ 8 ଟାରୁ 2 ଟା ମଧ୍ୟରେ ଖୋଲିବା ନେଇ ସୂଚନା ଦେଇଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ।

@ANI

ABOUT THE AUTHOR

...view details