ଓଡିଶା

odisha

By

Published : Jul 10, 2019, 1:29 PM IST

ETV Bharat / bharat

ସାହାଯ୍ୟ ପାଇଁ ଶିବକୁମାରଙ୍କୁ ଆଶ୍ବାସନ ଦେଲେ ମିଲିନ୍ଦ

ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ମିଲିନ୍ଦ ଦେଓରା ଡିକେ ଶିବକୁମାରଙ୍କ ସହ କଥା ହୋଇଛନ୍ତି । ସବୁ ପ୍ରକାର ସହାୟତା ନେଇ ମିଲିନ୍ଦ ଶିବକୁମାରଙ୍କୁ ଆଶ୍ବାସନା ଦେଇଛନ୍ତି।

ଫାଇଲ ଫଟୋ

ମୁମ୍ବାଇ: ଡିକେ ଶିବକୁମାରଙ୍କ ସହ କଥା ହେଲେ ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ମିଲିନ୍ଦ ଦେଓରା । ଦଳର ସ୍ଥାନୀୟ ନେତୃବୃନ୍ଦଙ୍କ ଠାରୁ ସହାୟତାର ପ୍ରତିଶୃତି ଦେଇଛନ୍ତି । ଏଥି ସହିତ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା ସମସ୍ତ ପ୍ରକାର ସାହାଯ୍ୟ ପାଇଁ ଉପଲବ୍ଧ ଥିବା ମିଲିନ୍ଦ ଶିବକୁମାରଙ୍କୁ ଆଶ୍ବାସନ ଦେଇଛନ୍ତି ।

ମିଲିନ୍ଦ ଦେଓରା ଶିବକୁମାରଙ୍କୁ ଭେଟିବାକୁ ରେନିୟାନନ୍ସ ହୋଟେଲ ଯାଉଛନ୍ତି । ହୋଟେଲ ସମ୍ନାରେ 144 ଧାରା ଲଗାଯାଇଛି । ବିଧାୟକଙ୍କୁ ବେଙ୍ଗାଲୁରୁ ଫେରି ଆସି ସମ୍ବିଧାନିକ ଉପାୟରେ ଘଟଣାର ସମାଧାନ କରିବାକୁ ମିଲିନ୍ଦ କହିଛନ୍ତି।

ABOUT THE AUTHOR

...view details