ନୂଆଦିଲ୍ଲୀ: ମହମାରୀର ଘନଘଟା ଭିତରେ ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଗୋଟିଏ ଦିନରେ ବାରମ୍ବାର ଭୂକମ୍ପ ଅନୁଭବ କରୁଛନ୍ତି ରାଜ୍ୟବାସୀ। ଯାହାକୁ ନେଇ ଆତଙ୍କର ବାତାବରଣ ଭିତରେ ଜୀବନ ବିତୁଛି।
ଭୂକମ୍ପରେ ଥରିଲା ତାଜିକିସ୍ତାନ, ସମାନ ସମୟରେ କାଶ୍ମୀର ଉପତ୍ୟକାରେ ଝଟକା ଅନୁଭୂତ - କାଶ୍ମୀର ଉପତ୍ୟକାରେ ଝଟକା ଅନୁଭୂତ
ମଙ୍ଗଳବାର ସକାଳ 7 ଟା ସମୟରେ ତାଜିକିସ୍ତାନର ଦୁଶାନବେ ଭୂକମ୍ପର ଝଟକା ପାଇଛି। ରିକ୍ଟର ସ୍କେଲରେ ତୀବ୍ରକା 6.8 ରହିଥିଲା। ସେହି ସମୟରେ କାଶ୍ମୀର ଉପତ୍ୟକାରେ ମଧ୍ୟ ଉଚ୍ଚ ତୀବ୍ରତାର ଝଟକା ମଧ୍ୟ ଅନୁଭୂତ ହୋଇଥିଲା।
ଭୂକମ୍ପରେ ଥରିଲା ତାଜିକିସ୍ତାନ, ସମାନ ସମୟରେ କାଶ୍ମୀର ଉପତ୍ୟକାରେ ଝଟକା ଅନୁଭୂତ
ମଙ୍ଗଳବାର ସକାଳ 7 ଟା ସମୟରେ ତାଜିକିସ୍ତାନର ଦୁଶାନବେ ଭୂକମ୍ପର ଝଟକା ପାଇଛି। ରିକ୍ଟର ସ୍କେଲରେ ତୀବ୍ରତା 6.8 ରହିଥିଲା।
ସୂଚନା ଥାଉକି, ଭୂକମ୍ପର କେନ୍ଦ୍ରସ୍ଥଳ 341 କିଲୋମିଟର ESE (ପୂର୍ବ-ଦକ୍ଷିଣ-ପୂର୍ବ) ରେ ସୃଷ୍ଟି ହୋଇଥିଲା ବୋଲି ସେସିମୋଲୋଜି ବିଭାଗ ପକ୍ଷରୁ କୁହାଯାଇଛି। ସେହି ସମୟରେ କାଶ୍ମୀର ଉପତ୍ୟକାରେ ମଧ୍ୟ ଉଚ୍ଚ ତୀବ୍ରତାର ଝଟକା ମଧ୍ୟ ଅନୁଭୂତ ହୋଇଥିଲା।