ଚେନ୍ନାଇ:କାଠରେ ତିଆରି ହେଲା ସାଇକେଲ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ତାମିନଲନାଡୁର ଜଣେ ବଢେଇ ନିଜ ପୁଅ ପାଇଁ ମନଲାଖି କାଠ ସାଇକେଲଟିଏ ତିଆରି କରିଛନ୍ତି ।ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ହୋଇଛି ।
କାରିଗରଙ୍କ ଅଭିନବ ପ୍ରୟାସ, ପୁଅ ପାଇଁ ତିଆରି କଲେ କାଠର ସାଇକେଲ
କାଠର ସାଇକେଲ । ମଦୁରାଇର ଜଣେ କାରିଗର ନିଜ ପୁଅ ପାଇଁ କାଠରେ ତିଆରି କଲେ ସାଇକେଲ । ଅଧିକ ପଢନ୍ତୁ....
କାରିଗରଙ୍କ ଅଭିନବ ପ୍ରୟାସ, ନିଜ ପୁଅ ପାଇଁ ତିଆରି କଲେ କାଠର ସାଇକେଲ
ସାଇକେଲଟିର ରିମ ,ବ୍ରେକ,ଟାୟାର ଓ ଚେନକୁ ଛାଡିଦେଲେ ପୁରା ସାଇକେଲଟି କାଠରେ ତିଆରି ହୋଇଛି । ଏହାକୁ ତିଆରି କରିବା ପାଇଁ ମାତ୍ର 8 ଦିନ ସମୟ ଲାଗିଥିବା କହିଛନ୍ତି ମଦୁରାଇର କାରିଗର ଜଣକ।
@ ANI