ଭୋପାଳ: କୋଭିଡ ସମୟରେ ମଧ୍ୟ ଉନ୍ନତମୂଳକ କାର୍ଯ୍ୟକୁ ଜାରି ରଖିଛନ୍ତି ମଧ୍ୟପ୍ରଦେଶ ସରକାର । ମେହଗାଓଁରେ ବିଭିନ୍ନ ଉନ୍ନତ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମଧ୍ୟପ୍ରଦେଶ ସରକାର ।
ଉଦଘାଟନ କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଉପସ୍ଥିତ ରହିଥିଲେ ।