ଓଡିଶା

odisha

ETV Bharat / bharat

ଭୂମିକମ୍ପରେ ଥରିଲା ଜମ୍ମୁ କାଶ୍ମୀର - ଭୂମିକମ୍ପରେ ଥରିଲା ଜାମ୍ମୁକାଶ୍ମୀର

ଜାମ୍ମୁ କାଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.3 ଥିଲା । ଅଧିକ ପଢନ୍ତୁ...

earthquak
ଭୂମିକମ୍ପରେ ଥରିଲା ଜାମ୍ମୁକାଶ୍ମୀର

By

Published : Jan 29, 2020, 10:04 PM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.3 ରହିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି ।

ବୁଧବାର ଦିନ 11. 40 ସମୟରେ ଏହି ଭୂମିକମ୍ପ ହୋଇଥିବାବେଳେ କିଛି ସମୟ ପାଇଁ ଜାମ୍ମୁ କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିବା ପାଣିପାଗ ବିଭାଗର ନିର୍ଦ୍ଦେଶକ ସୋନମ ଲୋଟସ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details