ଓଡିଶା

odisha

ETV Bharat / bharat

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ: ଦିନ 2ଟା ପର୍ଯ୍ୟନ୍ତ ରାଜ୍ୟସଭା ଓ ଲୋକସଭା ମୁଲତବୀ

ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ । ଲୋକସଭା ଆରମ୍ଭରୁ ଦିବଂଗତ ଜେଡିୟୁ ସାଂସଦ ବୈଦ୍ୟନାଥ ପ୍ରସାଦ ମାହାତୋଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଦିନ 2ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ସେପଟେ ରାଜ୍ୟସଭା ମଧ୍ୟ ଦିନ 2ଟା ପର୍ଯ୍ୟନ୍ତ ମୁଲତବୀ ।

By

Published : Mar 2, 2020, 11:38 AM IST

Updated : Mar 2, 2020, 11:52 AM IST

Lok Sabha adjourned till 2 pm
ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ; ଲୋକସଭା ଦିନ 2 ଟା ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ: ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ । ଲୋକସଭା ଆରମ୍ଭରୁ ଦିବଂଗତ ଜେଡିୟୁ ସାଂସଦ ବୈଦ୍ୟନାଥ ପ୍ରସାଦ ମାହାତୋଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଦିନ 2ଟା ପର୍ଯ୍ୟନ୍ତ ମୁଲତବୀ ହୋଇଛି ଗୃହ ।

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ; ଲୋକସଭା ଦିନ 2 ଟା ପର୍ଯ୍ୟନ୍ତ ମୁଲତବୀ

ସେପଟେ ଶ୍ରଦ୍ଧାଞ୍ଜଳି ଦେବା ପରେ ବିରୋଧୀ ଦଳ ଦିଲ୍ଲୀ ପ୍ରସଙ୍ଗ ଉଠାଇଥିଲେ । ଯାହାପରେ ବାଚସ୍ପତି ଲୋକସଭାକୁ ଦିନ 2ଟା ପର୍ଯ୍ୟନ୍ତ ମୁଲତବୀ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଦିଲ୍ଲୀ ହିଂସା ପ୍ରସଙ୍ଗ ଉଠାଇ ବିରୋଧୀ ହଟ୍ଟଗୋଳ କରିବାରୁ ରାଜ୍ୟସଭା ମଧ୍ୟ ଦିନ 2ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି ।

ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ

ସୂଚନା ଥାଉକି, ବୈଦ୍ୟନାଥ ପ୍ରସାଦ ମାହାତୋ ବିହାରର ବାଲ୍ମୀକି ନଗରର ସାଂସଦ ଥିବାବେଳେ ତାଙ୍କର ଫେବୃଆରୀ 28 ତାରିଖରେ ଦେହାନ୍ତ ହୋଇଥିଲା ।

ସୌଜନ୍ୟ: ଲୋକସଭା ଟିଭି ଓ ରାଜ୍ୟସଭା ଟିଭି

Last Updated : Mar 2, 2020, 11:52 AM IST

ABOUT THE AUTHOR

...view details