ନୂଆଦିଲ୍ଲୀ:ସିଏଏକୁ ନେଇ ବିଶ୍ବବିଦ୍ୟାଳୟରେ ହେଉଥିବା ପ୍ରଦର୍ଶନକୁ ନେଇ ସେନା ମୁଖ୍ୟ ବିପିନ ରାୱତ ଦେଲେ ମନ୍ତବ୍ୟ । କହିଲେ ନେତୃତ୍ବ ଏବଂ କ୍ଷମତାର ଅର୍ଥ ନୁହେଁ କାହାକୁ ଭୁଲ ବାଟରେ ନେବା । ନେତୃତ୍ବ ନେବା ଛୋଟ କଥା ନୁହେଁ । ଏହା ଏକ ବଡ କାମ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ବେଳେ ସେ ଏହି ମତ ରଖିଛନ୍ତି ।
ସିଏଏ ହିଂସାରେ ଛାତ୍ର ନେତୃତ୍ବ ନେଇ ସେନା ମୁଖ୍ୟଙ୍କ ମନ୍ତବ୍ୟ - Leaders are not those who lead people
ସିଏଏକୁ ନେଇ ସେନା ମୁଖ୍ୟଙ୍କ ମନ୍ତବ୍ୟ । କହିଲେ ନେତୃତ୍ବ ଏବଂ କ୍ଷମତାର ଅର୍ଥ ନୁହେଁ କାହାକୁ ଭୁଲ ବାଟରେ ନେବା । ଆଗକୁ ପଢନ୍ତୁ...
ସିଏଏକୁ ନେଇ ସେନା ମୁଖ୍ୟଙ୍କ ମନ୍ତବ୍ୟ
କିନ୍ତୁ ସେ ଏହି ସଭାରେ କୌଣସି ଛାତ୍ର ନେତା କିମ୍ବା ବିଶ୍ବବିଦ୍ୟାଳୟର ନାମ ନେଇନଥିଲେ । ପ୍ରବଳ ଥଣ୍ଡାରେ କିଭଳି ଦେଶର ଯବାନମାନେ ସିଆଚେନରେ ନିଜର କର୍ତ୍ତବ୍ୟ କରୁଛନ୍ତି ସେମାନଙ୍କୁ ଦେଖିବା କଥା । ସିଆଚେନରେ -10ରୁ -45 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦେଶର ଯବାନମାନେ କଠିନ ପରିସ୍ଥିତିର ସାମ୍ନା କରି ନିଜ ନିଜର କାମ କରୁଛନ୍ତି ।