ଡେରାଡୁନ: ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ। 109 କେଦାରନାଥ ଜାତୀୟ ରାଜପଥର ବାଂସବାଡା ଠାରେ ଭୂସଖ୍କଳନ ଯୋଗୁଁ ପ୍ରାୟ10ରୁ 12ଜଣ ଆହତ ହୋଇଛନ୍ତି ।
କେଦାରନାଥ ଏନଏଚରେ ଭୂସ୍ଖଳନ, 10ରୁ ଅଧିକ ଆହତ
ପ୍ରବଳ ବର୍ଷା କାରଣରୁ 109 କେଦାରନାଥ ଜାତୀୟ ରାଜପଥରେ ଭୂସ୍ଖଳନ । ଏଥିରେ 10ରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳିଛି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ତେବେ ସୂଚନା ପାଇ ଘଟଣାସ୍ଥଳକୁ ପୋଲିସ ଓ ଜରୁରୀକାଳୀନ ବିଭାଗ ପହଞ୍ଚିଛନ୍ତି । ଏହାପୂର୍ବରୁ ମଧ୍ୟ କେଦାରନାଥ ରାଜମାର୍ଗରେ ଭୂସ୍ଖଳନ ହୋଇଥିଲା । ଏଯାଏଁ ଘଟଣାର ବିସୃତ ବିବରଣୀ ମିଳି ନାହିଁ ।