ଓଡିଶା

odisha

ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କର୍ମୀଙ୍କୁ କୁମାରସ୍ବାମୀଙ୍କ ଆହ୍ବାନ

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି ।

By

Published : Aug 4, 2019, 4:09 PM IST

Published : Aug 4, 2019, 4:09 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ବାମୀ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଦଳ କୌଣସି ମେଣ୍ଟ କରିବାକୁ ଚାହୁଁନି କି କି କ୍ଷମତା ହାସଲ କରିବାକୁ ଚାହୁଁନି । କେବଳ ଆପଣମାନଙ୍କ ଭଲପାଇବା ଦରକାର ବୋଲି କୁମାରସ୍ବାମୀ କହିଛନ୍ତି ।

ପ୍ରାୟ 17ଟି ଆସନରେ କିମ୍ବା ସମସ୍ତ 224 ଆସନରେ ନିର୍ବାଚନ ହେବ । ଏହି ସରକାର ଖୁବ କମ ସମୟ ସରକାରରେ ରହିବ ବୋଲି ମୁଁ ନିଶ୍ଚିତ ବୋଲି କହିଛନ୍ତି କୁମାରସ୍ବାମୀ ।

ABOUT THE AUTHOR

...view details