ଓଡିଶା

odisha

ETV Bharat / bharat

ବସ୍ତିରେ ଅଗ୍ନିକାଣ୍ଡ, 5ରୁ ଊର୍ଦ୍ଧ୍ବ ଘର ପାଉଁଶ

ଝୁମ୍ପୁଡି ବସ୍ତିରେ ଅଗ୍ନିକାଣ୍ଡ । ଏଥିରେ ପାଖାପାଖି 5 ରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡଟି ଶନିବାର କର୍ଣ୍ଣାଟକର ମାଥୋଡି ଗାଁର ଶିଭାମୋଗାରେ ଘଟିଛି ।

By

Published : Mar 17, 2019, 10:37 PM IST

ସୋସିଆଲ ମିଡିଆ

ବାଙ୍ଗାଲୁର: ଝୁମ୍ପୁଡି ବସ୍ତିରେ ଅଗ୍ନିକାଣ୍ଡ । ଏଥିରେ ପାଖାପାଖି 5 ରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡଟି ଶନିବାର କର୍ଣ୍ଣାଟକର ମାଥୋଡି ଗାଁର ଶିଭାମୋଗାରେ ଘଟିଛି ।

ଘଟଣା ବିଷୟରେ ଖବର ପାଇ ଦମକଳ ବାହୀନି ପହଞ୍ଚିବା ସହ ନିଆଁକୁ ଆୟତ କରିଛି । ନିଆଁ ଲାଗିବା ସମୟରେ ସ୍ଥାନୀୟ ଲୋକମାନେ ସେଠାରେ ଉପସ୍ଥିତି ଥିଲେ । ମାଥୋଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର ପ୍ରକୃତ କାରଣ ବିଷୟରେତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ କୌଣସି ଖବର ମିଳିନାହିଁ ।

ଅଧିକ ଖବର ପାଇଁ ଅପେକ୍ଷା କରନ୍ତୁ...

For All Latest Updates

ABOUT THE AUTHOR

...view details