ଓଡିଶା

odisha

By

Published : Jun 16, 2020, 7:25 AM IST

ETV Bharat / bharat

ଶିବକୁମାରଙ୍କ କନ୍ୟା ଐଶ୍ୱର୍ଯ୍ୟାଙ୍କ ହାତ ଧରିଲେ ସିସିଡି ପ୍ରତିଷ୍ଠାତାଙ୍କ ପୁଅ

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ଡି.କେ ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟା ଏବଂ କେଫ କଫି ଡେ ପ୍ରତିଷ୍ଠାତା ସ୍ୱର୍ଗତ ଭି.ଜି ସିଦ୍ଧାର୍ଥଙ୍କ ପୁଅ ଅମର୍ତ୍ତ୍ୟ ହେଗଡେ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଶିବକୁମାରଙ୍କ କନ୍ୟା ଐଶ୍ୱର୍ଯ୍ୟାଙ୍କ ହାତ ଧରିଲେ ସିସିଡି ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ପୁଅ
ଶିବକୁମାରଙ୍କ କନ୍ୟା ଐଶ୍ୱର୍ଯ୍ୟାଙ୍କ ହାତ ଧରିଲେ ସିସିଡି ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ପୁଅ

ବେଙ୍ଗାଲୁର: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ମୁଖ୍ୟ ଡି.କେ ଶିବକୁମାରଙ୍କ ଝିଅ ଐଶ୍ୱର୍ଯ୍ୟା ଏବଂ କାଫେ କଫି ଡେ ପ୍ରତିଷ୍ଠାତା ସ୍ୱର୍ଗତ ଭି.ଜି ସିଦ୍ଧାର୍ଥଙ୍କ ପୁଅ ଅମର୍ତ୍ତ୍ୟ ହେଗଡେ ସୋମବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏହି ରୟାଲ ୱେଡିଙ୍ଗ୍ ସେରିମୋନୀ ବେଙ୍ଗାଲୁରୁର ସାଦାଶିଭାନଗରର ଏସଏମ କୃଷ୍ଣ ନିବାସରେ ଆୟୋଜିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେବଳ ଉଭୟ ପକ୍ଷର ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଅମରଥା ହେଗଡେ ମଧ୍ୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏସଏମ କୃଷ୍ଣଙ୍କ ନାତି। ଗତ ବର୍ଷ ଜୁଲାଇରେ ନେତ୍ରାବତୀ ନଦୀ କୂଳରେ କେଫ କଫି ଡେ (ସିସିଡି) ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ABOUT THE AUTHOR

...view details