ଥିରୁଅନନ୍ତପୁରମ: ସାରା ଦେଶରେ କୋରୋନା ବିତ୍ପାତ ଜାରି ରହିଛି । ଏପରିସ୍ଥଳେ ଦେଶରେ କୋରୋନା ପ୍ରଭାବିତ ରାଜ୍ୟ ମାନଙ୍କ ମଧ୍ୟରୁ କେରଳ ଅନ୍ୟତମ । ଏବେ ରାଜ୍ୟରେ କୋଭିଡ -19ର ପ୍ରଭାବ ଆକଳନ ପରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ହୋମ ଟାଉନ କନ୍ନୁରରେ ନୂତନ ହଟସ୍ପଟ୍ ଭାବେ ଘୋଷଣା କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ହୋମଟାଉନ କନ୍ନୁରରେ ସୋମବାର 10ଟି ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି । ଏହାସହ ଏଠାରେ ମୋଟ 77ଟି ପଜିଟିଭ ମାମଲା ରେକର୍ଡ ହୋଇଛି ।