ଓଡିଶା

odisha

ETV Bharat / bharat

କୋରୋନା ଭୟରେ ମୃତଦେହ ନେଲେନି ପରିବାର, ପୋଲିସ କଲା ଅନ୍ତିମ ସଂସ୍କାର - bengaluru

କୋରୋନା ଭୟରେ ମୃତଦେହ ନେଲେନି ପରିବାର । ଶେଷକୃତ୍ୟ କଲା ପୋଲିସ । ଅଧିକ ପଢନ୍ତୁ...

Karnataka Cop Buries Man Killed By Elephant As Family Refuses Body
କୋରୋନା ଭୟରେ ମୃତଦେହ ନେଲେନି ପରିବାର

By

Published : May 10, 2020, 12:13 AM IST

ବେଙ୍ଗାଲୁରୁ: କୋରୋନା ଭୟରେ ମୃତଦେହ ନେଲେନି ପରିବାର । ଶେଷରେ ଅନ୍ତିମ ସଂସ୍କାର କଲେ ପୋଲିସ କର୍ମୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ବେଙ୍ଗାଲୁରୁର ଚମରାଜପୁରରେ।

ଆଶ୍ଚର୍ଯ୍ୟର ବିଷୟ ଯେ, 44ବର୍ଷୀୟ ଏହି ବ୍ୟକ୍ତିଙ୍କ ମୃତ୍ୟୁ କୋରୋନାରେ ହୋଇନାହିଁ । ମୃତ୍ୟୁ ପ୍ରକୃତରେ ହାତୀ ଆକ୍ରମଣରେ ହୋଇଥିଲା ।

ଏନେଇ ପୋଲିସ ମୃତକଙ୍କ ପରିବାରକୁ ଜଣାଇଥିଲା । କିନ୍ତୁ ପରିବାର ଲୋକଙ୍କୁ କୋରୋନାର ଭୟ ଏତେ ମାଡି ବସିଛି ଯେ, ସେମାନେ ମୃତଦେହ ସଂସ୍କାର କରିବା ପାଇଁ ସମ୍ପୂର୍ଣ୍ଣ ମନା କଲେ । ଶେଷରେ ହିନ୍ଦୁ ରୀତିନୀତି ଅନୁସାରେ ମୃତବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଥିଲା ପୋଲିସ ।

ABOUT THE AUTHOR

...view details