ହାଇଦ୍ରାବାଦ: 2019 ରେ ଦେଶରେ ନାବାଳକ କରିଛନ୍ତି ମୋଟ 750 ହତ୍ୟା । ଏଥିଯୋଗୁଁ ମୋଟ 6,872 ମାମଲା ପଞ୍ଜିକୃତ ହୋଇଛି । ଏହା 2018 ତୁଳନାରେ 1.1 ପ୍ରତିଶତ ବୃଦ୍ଧି ପାଇଛି (6,798 ମାମଲା)।
6,872 ମାମଲାରେ ସମୁଦାୟ 8,432 ନାବାଳକଙ୍କୁ ଗିରଫ କରାଯାଇଛି । ସେଥିମଧ୍ୟରୁ 7,806 ନାବାଳକ ଆଇପିସି ମାମଲାରେ ଗିରଫ ହୋଇଥିଲେ ଏବଂ SLL ମାମଲାରେ 626 ନାବାଳକ ଗିରଫ ହୋଇଥିଲେ। 2019 ମସିହାରେ 16 ରୁ 18 ବର୍ଷ ବୟସ ମଧ୍ୟରେ 6,193 ଥିଲେ । POCSO ଅଧିନିୟମ ଅନୁଯାୟୀ ନାବାଳିକାଙ୍କ ବିରୋଧରେ 1492 ମାମଲା ପଞ୍ଜିକୃତ ହୋଇଥିଲା ।