ଓଡିଶା

odisha

ETV Bharat / bharat

କୋରୋନା ପାଇଁ ଅନ୍ତରାଷ୍ଟ୍ରୀୟ ବିମାନସେବା ବାତିଲ କଲା ଦିଲ୍ଲୀ ଏୟାରପୋର୍ଟ - _international fleights suspended

ଦେଶରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ବାତିଲ କରିଛି ଦିଲ୍ଲୀ ଏୟାରପୋର୍ଟ । ଅଧିକ ପଢନ୍ତୁ...

କୋରୋନା ପାଇଁ ଅନ୍ତରାଷ୍ଟ୍ରୀୟ ବିମାନସେବା ବାତିଲ କଲା IGI
କୋରୋନା ପାଇଁ ଅନ୍ତରାଷ୍ଟ୍ରୀୟ ବିମାନସେବା ବାତିଲ କଲା IGI

By

Published : Mar 20, 2020, 6:49 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆବଶ୍ୟୟକୀୟ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଆସିବା ଓ ଯିବାକୁ ଥିବା ସମସ୍ତ ଅନ୍ତରାଷ୍ଟ୍ରୀୟ ବିମାନ ସେବାକୁ ବାତିଲ କରିଦିଆଯାଇଛି ।

କୋରୋନା ପାଇଁ ଅନ୍ତରାଷ୍ଟ୍ରୀୟ ବିମାନସେବା ବାତିଲ କଲା IGI

ଦେଶରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଯେଉଁମାନେ ଫ୍ଲାଇଟ ଯୋଗେଁ ବିଦେସ ଯାତ୍ରାରୁ ଫେରୁଛନ୍ତି, ଅଧିକାଂଶ ସେମାନଙ୍କଠାରେ ହିଁ କୋରୋନା ପଜିଟିଭ ଦେଖିବାକୁ ମିଳୁଛି । ଏ ନେଇ ଆଇଜିଆଇ ଏୟାରପୋର୍ଟରେ ସମସ୍ତ ଅନ୍ତରାଷ୍ଟ୍ରୀୟ ଉଡାଣ ସେବା ବାତିଲ ପାଇଁ ନିଷ୍ପତ୍ତି ନିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details