ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ଆୟକର ବିଭାଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରିତୁଲ ପୁରୀଙ୍କ ଘରେ ଚଢାଉ କରିଛି । ବେଆଇନ ସମ୍ପତ୍ତି ନିରୋଧୀ ଆଇନ ଅଧିନରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ତେବେ ଏହି ଚଢାଉରେ ଆୟକର ବିଭାଗ ରିତୁଲଙ୍କ ନାମରେ ଥିବା ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡ୍ସ୍ଥିତ ୩୦୦ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ଜବତ କରିଛି ।
ଅଗସ୍ତା ୱେଷ୍ଟଲ୍ୟାଣ୍ଡ ମାମଲା, ଘେରରେ କମଲନାଥଙ୍କ ଭଣଜା ରିତୁଲ ପୁରୀ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରିତୁଲ ପୁରୀଙ୍କ ଘରେ ଆୟକର ବିଭାଗର ଚଢାଉ । ଛାପାରେ ୩୦୦ କୋଟି ଟଙ୍କା ମୂଲ୍ୟର ଏକ ବଙ୍ଗଳା ।
ଫାଇଲ ଫଟୋ
ଏହା ସହିତ ଆୟକର ବିଭାଗ ରିତୁଲଙ୍କ ନାମରେ ଥିବା ୪୦ ମିଲିଅନ୍ ଡଲାରର ଏଫ୍ଡିଆଇ ରାଶି ମଧ୍ୟ ଜବତ କରିଛି ।