ହାଇଦ୍ରାବାଦ: ଚଳିତ ବର୍ଷ ମୌସୁମୀ ଅଧିବେଶନରେ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ସରକାର । କୋଭିଡ-19 ସମୟରେ ମନରେଗା ଅଧିନରେ ଲୋକଙ୍କ ମିଳିଥିବା ଲାଭ ସମ୍ବନ୍ଧରେ ସରକାର ସୂଚନା ଦେଇଛନ୍ତି ।
ମନରେଗା ହେଉଛି ଚାହିଦା ଅନୁଯାୟୀ ବେତନ ନିଯୁକ୍ତି ଯୋଜନା । ଗ୍ରାମାଞ୍ଚଳର ଏକ ପରିବାରର ପ୍ରତ୍ୟେକ ବୟସ୍କ ସଦସ୍ୟଙ୍କ ପାଖରେ ଚାକିରି କାର୍ଡ ଥାଏ ସେ ଏହି ଯୋଜନା ଅଧୀନରେ ଚାକିରି ପାଇବାକୁ ଯୋଗ୍ୟ ଅଟନ୍ତି। 2019 ଆର୍ଥିକ ବର୍ଷରେ ଜାରି ହୋଇଥିବା 64,95,823 ନୂତନ ଚାକିରି କାର୍ଡ ତୁଳନାରେ ବର୍ତ୍ତମାନର ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 86,81,928 ନୂତନ ଚାକିରି କାର୍ଡ ଜାରି କରାଯାଇଛି।
2020 ଏପ୍ରିଲ-ଅଗଷ୍ଟ ମଧ୍ୟରେ ମନରେଗା ଅଧୀନରେ ରାଜ୍ୟ ଖର୍ଚ୍ଚ କରିଥିବା ପାଣ୍ଠି
1. ଆନ୍ଧ୍ରପ୍ରଦେଶ- 660761.9 ଲକ୍ଷ
2.ଅରୁଣାଚଳପ୍ରଦେଶ-27241.93ଲକ୍ଷ
3.ଆସାମ-67811.3ଲକ୍ଷ
4.ବିହାର-352518.2ଲକ୍ଷ
5. ଛତିଶଗଡ-222625.3ଲକ୍ଷ
6.ଗୋଆ-105.14ଲକ୍ଷ
7.ଗୁଜୁରାଟ-78623.67ଲକ୍ଷ
8.ହରିୟାଣା-24017.06ଲକ୍ଷ
9.ହିମାଚଳପ୍ରଦେଶ-40203.98ଲକ୍ଷ
10.ଝାଡଖଣ୍ଡ-91139.34ଲକ୍ଷ
11. କର୍ଣ୍ଣାଟକ-266000.7ଲକ୍ଷ
12.କେରଳ-141185.8ଲକ୍ଷ
13. ମଧ୍ୟପ୍ରଦେଶ-372348.5ଲକ୍ଷ
14.ମହାରାଷ୍ଟ୍ର-78814.13ଲକ୍ଷ
15. ମଣିପୁର-59001.29ଲକ୍ଷ
16.ମେଘାଳୟ-62752.83ଲକ୍ଷ
17. ମିଜୋରାମ-27427.8ଲକ୍ଷ
18. ନାଗାଲାଣ୍ଡ-14764.27ଲକ୍ଷ
19. ଓଡିଶା-230948.7ଲକ୍ଷ
20.ପଞ୍ଜାବ-43675.46ଲକ୍ଷ
21.ରାଜସ୍ଥାନ-543786.2ଲକ୍ଷ
21. ସିକ୍କିମ-4443.99ଲକ୍ଷ
23.ତାମିଲନାଡୁ-339267.7ଲକ୍ଷ
24.ତେଲେଙ୍ଗାନା-252302.9ଲକ୍ଷ
25.ତ୍ରୀପୁରା-45136.16ଲକ୍ଷ
26. ଉତ୍ତରପ୍ରଦେଶ-612831ଲକ୍ଷ
27.ଉତ୍ତରାଖଣ୍ଡ-29736.05ଲକ୍ଷ
28.ପଶ୍ଚିମବଙ୍ଗ-543006.2ଲକ୍ଷ
29.ଆଣ୍ଡାମାନ ନିକୋବର-418.75ଲକ୍ଷ
30. ପୁଡୁଚେରୀ-1772.45ଲକ୍ଷ
31. ଜାମ୍ମୁକାଶ୍ମୀର-59093.77ଲକ୍ଷ
ଗେଜେଟ୍ ବିଜ୍ଞପ୍ତି 2020 ଅନୁଯାୟୀ ରାଜ୍ୟ ମଜୁରୀ ହାର-
ମନରେଗା କର୍ମଚାରୀଙ୍କୁ କ୍ଷତିପୂରଣ ଦେବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କୃଷି ଶ୍ରମ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ-ଏଲ୍) ପରିବର୍ତ୍ତନକୁ ଆଧାର କରି ପ୍ରତିବର୍ଷ ମଜୁରୀ ହାରକୁ ସଂଶୋଧନ କରିଥାଏ । ପ୍ରତ୍ୟେକ ଆର୍ଥିକ ବର୍ଷର 1 ଏପ୍ରିଲରୁ ବେତନ ହାର ବିଷୟରେ ନିଷ୍ପତ୍ତି ନିଆଯାଏ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ଦ୍ବାରା ସୂଚିତ ବେତନ ହାରଠାରୁ ଅଧିକ ପ୍ରଦାନ କରାଯାଇଥାଏ । ଆର୍ଥିକ ବର୍ଷ 2020-21 ପାଇଁ ମଜୁରୀ ହାର ନିମ୍ନରେ-