ହାଇଦ୍ରାବାଦ: ଭାରତୀୟଙ୍କୁ ଲଣ୍ଡନରେ ନିର୍ମମ ହତ୍ୟା । ଭାରତୀୟ ଜଣଙ୍କ ହାଇଦ୍ରାବାଦର ନାଜିମୁଦ୍ଦିନ ହୋଇଥିବା ସୂଚନା । କିଛି ଦୁର୍ବୃତ୍ତ ଛୁରୀରେ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ତେବେ କେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।
ଲଣ୍ଡନରେ ହାଇଦ୍ରାବାଦ ଯୁବକଙ୍କୁ ହତ୍ୟା
ଭାରତୀୟଙ୍କୁ ଲଣ୍ଡନରେ ନିର୍ମମ ହତ୍ୟା। ଭାରତୀୟ ଜଣଙ୍କ ହାଇଦ୍ରାବାଦର ନାଜିମୁଦ୍ଦିନ ହୋଇଥିବା ସୂଚନା।
ଫଟୋ ସୌଜନ୍ୟ: ଇଟିଭି ଭାରତ/ତେଲେଙ୍ଗାନା
ନାଜିମୁଦ୍ଦିନଙ୍କ ଘର ପୁରୁଣା ହାଇଦ୍ରାବାଦରେ ବୋଲି ଜଣାପଡିଛି । ତେବେ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଦୁଃଖରେ ମିୟମ୍ରାଣ ହୋଇଛନ୍ତି । ଏହା ସହ ସେମାନେ ପୁଅର ମୃତଦେହକୁ ଭାରତ ଆଣିବାକୁ ସରକାରଙ୍କ ସହାୟତା ଲୋଡିଛନ୍ତି ।