ଜାକୋବାବାଦ: ହିନ୍ଦୁ ଝିଅମାନଙ୍କୁ ବଳ ପୂର୍ବକ ଇସଲାମରେ ପରିବର୍ତ୍ତନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ସେଠାକାର ହିନ୍ଦୁ ଓ ଶିଖ୍ ।
ପାକିସ୍ତାନରେ ଧର୍ମାନ୍ତରୀକରଣକୁ ପାକିସ୍ତାନୀ ହିନ୍ଦୁ ଓ ଶିଖ୍ଙ୍କ ବିରୋଧ
ହିନ୍ଦୁ ଝିଅମାନଙ୍କୁ ବଳ ପୂର୍ବକ ଇସଲାମରେ ପରିବର୍ତ୍ତନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ସେଠାକାର ହିନ୍ଦୁ ଓ ଶିଖ୍ ।
ଫଟୋ ସୌଜନ୍ୟ: ଏଏନଆଇ
ଗତ ଜୁନ 29 ତାରିଖରେ ଜଣେ ହିନ୍ଦୁ ଝିଅଙ୍କୁ ତାଙ୍କ ଶିକ୍ଷକ ଧର୍ମ ପରିବର୍ତ୍ତନ କରାଇଥିବା ଅଭିଯୋଗ ହୋଇଥିଲା । ସେହିପରି ଫେବୃଆରୀ ଓ ମାର୍ଚ୍ଚ ମାସରେ ମଧ୍ୟ ଦୁଇ ଭଉଣୀଙ୍କୁ ଅପହରଣ କରାଯାଇ ଧର୍ମ ପରିବର୍ତ୍ତନ କରାଯାଇଥିବାର ଜଣେ ପାକିସ୍ତାନୀ ହିନ୍ଦୁ ନେତା ଅଭିଯୋଗ କରିଥିଲେ ।