ଓଡିଶା

odisha

ETV Bharat / bharat

ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ - new delhi news

ଉତ୍ତର ପଶ୍ଚିମ ଦିଲ୍ଲୀରେ ଥିବା ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଏହା ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଜୋତା ତଆରି ଚାଲିଥିଲା ବେଳେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା 30ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଛି।

heavy-fire-breaks-in-lawrence-road-shoe-factory-in-western-delhi
ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନୀକାଣ୍ଡ

By

Published : Jan 14, 2020, 3:33 PM IST

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀରେ ଥିବା ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଏହା ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଦ୍ବିତୀୟ ମହଲାରେ ଜୋତା ତିଆରି ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ 30 ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଛି।

ବିଲଡିଂର ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ଧିରେ ଧିରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ନିଆଁ ଲାଗିବା ପୂର୍ବରୁ ସେଠାରେ କାମ କରୁଥିବା ଲୋକଙ୍କୁ ବାହାର କରାଯାଇଥିଲା। ହେଲେ ନିଆଁର ପରିମାଣ ଏତେ ଥିଲା ଯେ ସମସ୍ତ ଉପର ଦ୍ୱିତୀୟ ମହଲାକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବିଭାଗକୁ ଏ ଘଟଣାର ବାବଦରେ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ। ଏଥିପାଇଁ ବିଭାଗର 30 ଟି ଗାଡି ନିୟୋଜିତ କରାଯାଇଥିଲା।

ABOUT THE AUTHOR

...view details