ଓଡିଶା

odisha

ETV Bharat / bharat

ସଂଗ୍ରାମୀ ଓ ସୈନ୍ୟବଳଙ୍କ ପାଇଁ ଦେଶଭକ୍ତି ଗୀତ ଗାଇଲେ ଆଇଟିବିପି ଯବାନ

ଆଇଟିବିପି ଯବାନଙ୍କ ପକ୍ଷରୁ ଏକ ସୁନ୍ଦର ଦେଶଭକ୍ତି ଗୀତର ଭିଡିଓ ନିଜର ଅଫିସିଆଲ ଟ୍ବିଟରରେ ପୋଷ୍ଟ କରାଯାଇଛି । ଆଇଟିବିପି ସମସ୍ତ ସ୍ବାଧୀନତା ସଂଗ୍ରାମୀ ଓ ସୈନ୍ୟବଳଙ୍କୁ ଏହି ଗୀତ ଉତ୍ସର୍ଗ କରିଛନ୍ତି ।

itbp
itbp

By

Published : Aug 15, 2020, 10:08 AM IST

ହାଇଦ୍ରାବାଦ: ଆଜି ସାରାଦେଶ 74ତମ ସ୍ବାଧୀନତା ଦିବସ ପାଳୁଛି । ଏହି ଅବସରରେ ଆଇଟିବିପି ଯବାନଙ୍କ ପକ୍ଷରୁ ଏକ ସୁନ୍ଦର ଦେଶଭକ୍ତି ଗୀତର ଭିଡିଓ ନିଜର ଅଫିସିଆଲ ଟ୍ବିଟରରେ ପୋଷ୍ଟ କରାଯାଇଛି । ଆଇଟିବିପି ସମସ୍ତ ସ୍ବାଧୀନତା ସଂଗ୍ରାମୀ ଓ ସୈନ୍ୟବଳଙ୍କୁ ଏହି ଗୀତ ଉତ୍ସର୍ଗ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ITBP_official

ସେହି ଭିଡିଓରେ ଆଇଟିବିପିର ହେଡ କନେଷ୍ଟବଳ ଅର୍ଜୁନ ଖେରିୟାଲ ଓ କନେଷ୍ଟବଳ ସୋଭନ ବାନାର୍ଜୀ ଅତି ଚମତ୍କାର ସ୍ବରରେ ଦେଶଭକ୍ତି ଗୀତ ଗାଇଛନ୍ତି । ଭିଡିଓଟି 5ମନିଟ 40 ସେକେଣ୍ଡର ରହିଛି ।

ଅତି ଲୋକପ୍ରିୟ ଗୀତ ଏ ଓ୍ବତନ ମେରେ ଆବାଦ ରହେ ତୁ.. ସନ୍ଦେଶେ ଆତି ହେଁ..ଦେଶ ମେରେ ଦେଶ ମେରେ ଜାନ୍ ହେ ତୁ.. ପରି ଅନେକ ବଲିଉଡର ଦେଶଭକ୍ତି ଗୀତ ଗାଇଛନ୍ତି ।

ABOUT THE AUTHOR

...view details